କଳିଙ୍ଗ ଷ୍ଟାଡିୟମରେ ଅଭାବନୀୟ ପରିସ୍ଥିତି :
ଖେଳ ମଝିରେ ପିଟାପିଟି ହେଲେ ଖେଳାଳି
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦ ବର୍ଷରୁ କମ୍ ସାଫ୍ ପ୍ରତିଯୋଗିତାରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ନେପାଳ ଓ ବାଂଲାଦେଶ ମଧ୍ୟରେ ଖେଳ ଚାଲିଥିବା ବେଳେ ହଠାତ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ପିଟାପିଟି ଆରମ୍ଭ ହୋଇଯାଇଥିଲା ।ଏହି ଘଟଣାରେ କେତେକ ଖେଳାଳି!-->…
Read More...
Read More...