ବିରାଟଙ୍କ ଏହି ଖାସ ରେକର୍ଡ ଭାଙ୍ଗିଲେ ରୋହିତ
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ ମଙ୍ଗଳବାର (ଅଗଷ୍ଟ ୨) ରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୫ ବଲରେ ୧୧ ରନ୍ ସ୍କୋର କରିବା ପରେ ଆହତ ହୋଇ ପଡିଆ ଛାଡିଥିଲେ । ରୋହିତ ଶର୍ମା ୧୧!-->…
Read More...
Read More...