ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଅଭିନେତା ପପୁ ପମପମ୍
ଭୁବନେଶ୍ବର: ଭୁବନେଶ୍ୱରର ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ ଓ ତାଙ୍କର ସହଯୋଗୀ ଗିଟୁ। ପୋକ୍ସୋ କୋର୍ଟ ଉଭୟଙ୍କୁ କ୍ଲିନଚିଟ୍ ଦେଇଛନ୍ତି।ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ!-->…
Read More...
Read More...