ବିଫଳତା ହିଁ ସଫଳତାର ପ୍ରଥମ ପାହଚ : ଜଷ୍ଟିସ ଡ଼. ବି.ଆର.ଷଢ଼ଗୀ
ଦଶପଲ୍ଲା : ବିଫଳତା ପ୍ରମାଣ କରିଦିଏ ଯେ, ସଫଳତା ପାଇଁ ପୂର୍ଣ୍ଣ ପ୍ରାଣରେ ପ୍ରଚେଷ୍ଟା କରାଯାଇନାହିଁ । ଥରେ ଦୁଇଥର ହାରିବା,ଜୀବନ ବିଫଳତା ବୋଲି ଭାବିବା ଉଚିତ ନୁହେଁ । କାରଣ ହାରିବା ହିଁ ପରବର୍ତ୍ତୀ ସମୟରେ ସଫଳତାର ବାଟ ଦେଖାଏ । ଆଜିର ଯୁବପିଢ଼ି ପ୍ରଥମ ବିଫଳତାରେ ନିରାଶ ନହୋଇ ପରିଶ୍ରମ!-->…
Read More...
Read More...