ଡବ୍ଲୁଟିସି ପଏଣ୍ଟ ତାଲିକା : ଅଷ୍ଟମ ସ୍ଥାନକୁ ଖସିଲା ନ୍ୟୁଜିଲ୍ୟାଣ୍ଡ, ଜାଣନ୍ତୁ ଭାରତ ସ୍ଥାନ କେଉଁଠି ?
ନୂଆଦିଲ୍ଲୀ : ୨୦୨୧-୨୩ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲ ଇଂଲଣ୍ଡ ବନାମ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ପରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଡିଫେଣ୍ଡିଂ ଚାମ୍ପିଅନ୍ ନ୍ୟୁଜିଲ୍ୟାଣ୍ଡର ଦଳ ଅଷ୍ଟମ ସ୍ଥାନକୁ ଖସି ଆସିଛି । ଏହା ସହିତ କିୱି ଦଳର ଆସନ୍ତା ବର୍ଷ ଫାଇନାଲ୍!-->…
Read More...
Read More...