ନିଶା ଓ ଖାଦ୍ୟ ନିବାରଣ ଦଳର ମିଳିତ ଗୁଟ୍ଖା ଧରପକଡ
ଜି. ଉଦୟଗିରି : ବ୍ୟାପକ ସଚେତନତା ପରେ ମଧ୍ୟ ଗୁଟଖା ସେବନ ଏବଂ ବିକ୍ରୀ କମୁନି । କନ୍ଧମାଳରେ ମଧ୍ୟ ଏହି ସଂଖ୍ୟା ବଢିବାରେ ଲାଗିଛି । ଏବେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ଗୁଟଖା ଧରପକଡ ଅଭିଯାନ । ଏହି କ୍ରମରେ ଆଜି!-->…
Read More...
Read More...