ରାତ୍ରୀକାଳୀନ ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଥର ପାଇଁ ଆୟୋଜିତ ଏକ ରକ୍ତଦାନ ଶିବିରରେ ଗତରାତି ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଠାରେ ରକ୍ତଦାନ ଶିବିର ଆୟୋଜନ କିଛି ନୂଆ କଥା ନୁହେଁ, କିନ୍ତୁ ଗତରାତି ପ୍ରଥମ ଥର ପାଇଁ ଏକ ରାତ୍ରି କାଳୀନ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଛି, ଯାହାକି!-->…
Read More...
Read More...