ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘର ନିର୍ବାଚନ: ସଭାପତି ଭାବେ ନିରଞ୍ଜନ ମେହେର ଓ ସଂପାଦକ ଯୁଗଳ କିଶୋର ସାମଲ ନିର୍ବାଚିତ

ବୌଦ୍ଧ,୩୦/୫:- ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସଙ୍ଘର ସଭାପତି ଭାବେ ନିରଞ୍ଜନ ମେହେର, ଉପ ସଭାପତି ଭାବେ ଲମ୍ବୋଦର ପୁରୋହିତ, ସମ୍ପାଦକ ଭାବେ ଯୁଗଳ କିଶୋର ସାମଲ, ସହ ସମ୍ପାଦକ ଭାବେ ପ୍ରଦୀପ…
Read More...

ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଫୁଲବାଣୀ,୩୦/୫ : ଅନ୍ତର୍ଜାତୀୟ ସଂଗଠନ ସେଭ୍‌ ଦି ଚିଲ୍ଡରେନ ତରଫରୁ କ.ନୂଆଗାଁ ବ୍ଳକର ସାରଙ୍ଗଗଡ ଓ ବଣ୍ଡଗୁଡା ଠାରେ ( ଋତୁସ୍ରାବ ସ୍ୱଚ୍ଛତା ଦିବସ) ପାଳିତ ହୋଇଯାଇଛି । ପଂଚାୟତରେ ପୃଥକ ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ କିଶୋରୀ ବାଳିକା , ମହିଳା ସ୍ୱାସ୍ଥ୍ୟକର୍ମୀମାନେ…
Read More...

ବ୍ୟାଘ୍ରଦେବୀଙ୍କ ମନ୍ଦିରରେ ପଂଚ ଠାକୁରାଣୀଙ୍କ ସହ ମା କାଳୀ

ଫୁଲବାଣୀ,୩୦/୫:-ଫୁଲବାଣୀରେ ମା ନାରାୟଣୀଙ୍କ ସମେତ ପଂଚଦେବୀ ପଂଚ ଠାକୁରାଣୀଙ୍କ ଯାତ୍ରା ୨୫ ତମ ଦିନରେ ପହଞ୍ଚିଛି । ଏହି ଅବସରରେ ସମଗ୍ର ଫୁଲବାଣୀ ସହର ଉତ୍ସବ ମୁଖରିତ ହୋଇଯାଇଛି । ଏହି ଅବସରରେ ଯାତ୍ରାପଡିଆରେ ପଂଚ ଠାକୁରାଣୀଙ୍କ ସନ୍ଧ୍ୟା ଆଳତିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ…
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ଫୁଲବାଣୀ,୩୦/୫ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅତି ପରିଚିତ ସାମ୍ବାଦିକ ବୈଦ୍ୟ ନାୟକଙ୍କ ମା’ ମହାରଗି ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା…
Read More...

ମା କାଳୀଙ୍କ ଉତ୍ତମ ସେବକ ଆଦିତ୍ୟ

ବାଲିଗୁଡ଼ା,୩୦/୫: କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ନାରାୟଣୀ ଠାକୁରାଣୀ ଯାତ୍ରା ସର୍ବସାଧାରଣଙ୍କ ଯାତ୍ରା । ଏହା ପ୍ରତି ଦୁଇ ବର୍ଷକୁ ଥରେ ହୋଇଥାଏ । ଯାତ୍ରା ନା ଶୁଣିଲେ ସମସ୍ତେ ଖୁସି ହୋଇଯାନ୍ତି କାରଣ ମିନାବଜାରରେ ମଉଜ ମସ୍ତି ସହ ଯାତ୍ରା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ…
Read More...

ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ,୨୯/୫- ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୃଥକ୍‌ ପୃଥକ୍‌ ଭାବେ କଣ୍ଟାମାଳ ବ୍ଲକ୍‌ ଏବଂ ତହସିଲ୍‌ କାର୍ଯ୍ୟାଳୟ…
Read More...

ମ୍ୟୁଜିୟମର ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷ ପୁୁରୁଣା ଅଳଙ୍କାର

ବୌଦ୍ଧ,୨୯/୫- ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଶତାଧିକ ବର୍ଷ ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷର ପୁଳାପୁଳା ପୁରୁଣା ଅଳଙ୍କାର । ବୌଦ୍ଧ ମ୍ୟୁଜିୟମ ଆରମ୍ଭ କରାଯାଇଥିବା ବେଳେ ସରକାରୀ ଟ୍ରେଜେରିରେ ଅବହେଳିତ ହୋଇ ବାହାରେ ପଡିଥିବା ୩-୪ ଟି ପୁରୁଣା ଲୁହା ନିର୍ମିତ ଟ୍ରେଜେରି…
Read More...

ପଶ୍ଚିମଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ନିରଞ୍ଜନଙ୍କୁ କୃତଜ୍ଞତା

ପାଟଣାଗଡ: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବା ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ୍‌ର କେନ୍ଦୁପତ୍ର କର୍ମଚାରୀ ସଂଘ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଜଣାଇଛି । ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀଯୁକ୍ତ ବିଶି ଗତ…
Read More...

ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ, ଥିଲେ ୪ ଜଣ ଓଡ଼ିଆ

ଭୁବନେଶ୍ୱର: ନେପାଳରେ ଆଜି ପୂର୍ବାହ୍ନରେ ହୋଇଥିବା ଦୁର୍ଘଟଣାଗ୍ରସ୍ତ ବିମାନରେ ୪ ଜଣ ଓଡ଼ିଆ ଥିଲେ ବୋଲି ଜଣାପଡ଼ିଛି। ଟ୍ରାଭେଲ ଏଜେଣ୍ଟ ମାଧ୍ୟମରେ ଏହା ଜଣାପଡ଼ିଛି। ଟ୍ରାଭେଲ ଏଜେଣ୍ଟ ପକ୍ଷରୁ ନିଖୋଜ ଓଡ଼ିଆ ପରିବାରକୁ ଏନେଇ ଫୋନ୍‌ରେ ସୂଚନା ଦିଆଯାଇଛି। ନିଖୋଜ ୪ ଜଣ ଓଡ଼ିଆ ହେଲେ ଅଶୋକ…
Read More...

ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସାରା ଭାରତ ପଦଯାତ୍ରାରେ ବାହାରିଛନ୍ତି ବିହାରର ବିଜୟ କୁମାର

ବାଉଁଶୁଣି: ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ଦାବି ନେଇ ବିହାରର ବିଜୟ କୁମାର ହାତରେ ତ୍ରିରଙ୍ଗା ପତାକା ଧରି ସାରା ଭାରତ ପଦଯାତ୍ରାରେ ବାହାରିଛନ୍ତି । ଆମର ବ୍ୟବସ୍ଥାରେ ଯଥା ପଞ୍ଚାୟତଠାରୁ ଆରମ୍ଭ ପାର୍ଲ୍ୟାମେଣ୍ଟ ପର୍ଯ୍ୟନ୍ତ ୮୦ ପ୍ରତିଶତ ଯୁବକଙ୍କ ଭାଗିଦାରୀ,…
Read More...