ଲୋୟର ସୁକତେଲ ବିସ୍ଥାପିତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ପାଟଣାଗଡ଼ : ଲୋୟର ସୁକତେଲ ପ୍ରକଳ୍ପର ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ବିସ୍ଥାପିତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଲୋଇସିଂହା ବ୍ଳକ ପରିସରରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ସୁବର୍ଣ୍ଣପୁର ଜିଲ୍ଲା ସଦର ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ
Read More...

ବ୍ରଜରାଜନଗର ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଅନେକ କଳ୍ପନା ଜଳ୍ପନାର ଅନ୍ତ । ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଲେ ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ । ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ
Read More...

ପଥଭ୍ରଷ୍ଟ ପଥପାର୍ଶ୍ୱ ବନୀକରଣ ଯୋଜନା !

ଦଶପଲ୍ଲା : ଦଶପଲ୍ଲା ପଥପାର୍ଶ୍ୱ ବନୀକରଣ ନାଁରେ ଖାଇଗଲେ ଲକ୍ଷାଧିକ ଟଙ୍କା । ନୟାଗଡ଼ ଜିଲ୍ଲା ଗଣିଆ ବନାଞ୍ଚଳ ଅଧୀନସ୍ଥ ନଛିପୁର ପଞ୍ଚାୟତର ହରି ଓମ୍‌ ଠାରୁ କାଚପଲ୍ଲୀ ଦୀର୍ଘ ଆଠ କିଲୋମିଟର ରାସ୍ତାର ପଥ ପାର୍ଶ୍ୱ ନାଁରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିଲା ରାଜ୍ୟ
Read More...

ଡାଲା ଅଟୋକୁ ଧକ୍କା ଦେଲା ଟ୍ରକ୍‌, ୯ ମୃତ

ନିଜାମସାଗର : ତେଲେଙ୍ଗାନାର କାମାରେଡ୍ଡୀ ଜିଲାର ନିଜାମସାଗରର ହସନପଲ୍ଲୀ ଗେଟ୍‌ ନିକଟରେ ଏକ ମର୍ମନ୍ତୁଦ ସଡକ ଘଟଣା ଘଟିଛି । ଏକ ଟ୍ରକ ଓ ଡାଲା ଅଟୋ ମଧ୍ୟରେ ଧକ୍କା ହୋଇ ୯ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ
Read More...

ଟଙ୍କପାଣି ନୂତନ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଟଙ୍କପାଣି ନୂତନ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଟଙ୍କପାଣି ନୂତନ ସରପଞ୍ଚ ସୁନାଫୁଲ ବାଗ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଟଙ୍କପାଣି ସାଧନ କେନ୍ଦ୍ରର ସଂଯୋଜକ ଦିନବନ୍ଧୁ ବାଗ,
Read More...

ମା’ ଭୈରବୀଙ୍କ ନୂତନ ଭଜନ ଉନ୍ମୋଚିତ

ହରଭଙ୍ଗା: ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ଓ ପୁରୁଣାକଟକର ଅଧିଷ୍ଠାତ୍ରୀ ଦେବୀ ଅପାର କରୁଣାମୟୀ, କୃପାମୟୀ ମାଁ ଭୈରବୀଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ଓ ପବିତ୍ର ବିଶ୍ୱ ମାତୃ ଦିବସରେ ଏକ ଭାବପୂର୍ଣ୍ଣ ସମ୍ବଲପୁରୀ ଭଜନ ଗୀତ ମାଁ ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି ।
Read More...

ଫୁଲବାଣୀରେ ବିଶ୍ୱ ରେଡ୍‌କ୍ରସ ଦିବସ ଅବସରରେ ରକ୍ତଦାନ ଶିବିର

ଫୁଲବାଣୀ:କନ୍ଧମାଳ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ବିଶ୍ୱ ରେଡକ୍ରସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର
Read More...

ଭୀଷଣ ବାତ୍ୟାର ରୂପ ନେଲା ଅସାନି, ଜାଣନ୍ତୁ ପୁରୀଠାରୁ କେତେ କି.ମି ଦୂରରେ ଅଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଏହା ପୁରୀଠାରୁ ୬୮୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହି ଭୀଷଣ ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୫
Read More...

ପଞ୍ଚଦିବସୀୟ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରଶିକ୍ଷଣ ଶିବିର ଉଦଯାପିତ

ବୌଦ୍ଧ,୯/୫:- ବୌଦ୍ଧ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଲାଣ୍ଡିବନ୍ଧ ସମ୍ମିଳନୀ କକ୍ଷରେ ପଞ୍ଚଦିବସୀୟ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭା ପ୍ରତିଷ୍ଠାନର ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...