ଦୀର୍ଘ ଦୁଇ ବର୍ଷ ପରେ ବାଲିଗୁଡାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ବାଲିଗୁଡା,୨୬/୪: ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଦୁଇବର୍ଷ ପରେ ଆଜି ପୁଣି ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା. ଡି ବୃନ୍ଦା, କନ୍ଧମାଳ ଏସ୍‌ପି ଭିନୀତ୍‌ ଅଗ୍ରୱାଲ୍‌, ଏସଡିପିଓ…
Read More...

ଗୌତମ ଆଦାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସଂପତ୍ତି ପରିମାଣ ବଢିଚାଲିଛି । ଆଉ ତା ସହିତ ବିଶ୍ୱ ଧନୀ ତାଲିକାରେ ସେ ଉପରକୁ ଉଠି ଚାଲିଛନ୍ତି । ଏବେ ସେ ବିଶ୍ୱର ୫ମ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ପୂର୍ବରୁ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ଥିବା କିମ୍ବଦନ୍ତୀ ଇନଭେଷ୍ଟର ୱାରେନ…
Read More...

ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ

ଟୋକିଓ : ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଏହି ଜାପାନୀ ବ୍ୟକ୍ତିଙ୍କ ନାମ କେନ ଟାନାକା । ଗତ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଜାପାନ ସରକାର ସୋମବାର ଘୋଷଣା କରିଛନ୍ତି । ସେ ୧୯୦୩ ମସିହାରେ ଜନ୍ମ…
Read More...

ସାମରିକ ବ୍ୟୟରେ ବିଶ୍ୱରେ ଭାରତ ତୃତୀୟ

ଷ୍ଟକ୍‌ହୋମ୍‌: ୨୦୨୧ ମସିହାରେ ବିଶ୍ୱ ସାମରିକ ବ୍ୟୟ ୨.୧ ଟ୍ରିଲିୟନ୍‌ ଡଲାର୍‌ ହୋଇ ଏଯାବତ୍‌ ସବୁଠୁ ଅଧିକ ହୋଇଥିବା କଥା ଆଜି ‘ଦି ଷ୍ଟକ୍‌ହୋମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ (ଏସ୍‌ଆଇପିଆର୍‌ଆଇ) କହିଛି । ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ…
Read More...

ଜବରଦଖଲ ଦୋକାନୀଙ୍କଠାରୁ ଫାଇନ ଆଦାୟ କଲା ପାଟଣାଗଡ଼ ଏନ୍‌ଏସି

ପାଟଣାଗଡ଼ : ପାଟଣାଗଡ଼ ସହରରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖାଯାଉଥିବା ବେଳେ ଆଜି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହ ଅଧିକାରୀ ଗୈାରହରୀ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ଓ ପୋଲିସର ସହଯୋଗରେ ସହର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ କରିଥିବା ଦୋକାନୀଙ୍କ ଠାରୁ…
Read More...

ଇଣ୍ଡୋନେସିଆରେ ଭୂକଂପ

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ପାପୁଆ ପ୍ରଦେଶରେ ସୋମବାର ଭୂକଂପ ହୋଇଛି । ଏହାର ତୀବ୍ରତା ୫.୭ ଥିଲା ବୋଲି ସରକାରୀଭାବେ କୁହାଯାଇଛି । ଏହି ଭୂକମ୍ପ କେନ୍ଦ୍ରର କିରୋମ ଜିଲ୍ଲାର ୪୩ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏବଂ ୮୭ କିଲୋମିଟର ଗଭୀରତାରେ ଘଟିଛି । କିରୋମ ଜିଲ୍ଲାର ତଥା ପ୍ରଦେଶର…
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣାଗଡ଼ : ପାଟଣାଗଡ଼ ଥାନା ବରପଦର ଗ୍ରାମର ସୁମିତ ଅଦାବର(୨୦)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ରାତିରେ ଘରେ ଖାଇସାରି ଶୋଇବାକୁ ଯାଇଥିଲେ, କିନ୍ତୁ ସକାଳୁ ସେ ଉଠି ନଥିବାରୁ ତାଙ୍କ ଅଚେତ ଥିବା ଦେଖି ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା ।…
Read More...

ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ବାଂଲା ସ୍ପିନର ମେହେଦୀ

ନୂଆଦିଲ୍ଲୀ,୨୫/୪ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ କ୍ରିକେଟ ଦଳକୁ ଲାଗିଛି ଶକ୍ତ ଝଟକା । ଦଳର ପ୍ରମୁଖ ସ୍ପିନର ମେହେଦୀ ହାସନ ପ୍ରଥମ ମ୍ୟାଚରୁ ବାଦ ପଡ଼ିଛନ୍ତି । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ଆଜି ବୋଡର଼୍…
Read More...

ଝିଞ୍ଜିରିଗୁଡ଼ାରେ ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା, ୨ବାଇକ୍‌ ଆରୋହୀ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଝିଞ୍ଜିରିଗୁଡ଼ାଠାରେ ଏକ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନସ୍ଥ ଗରଡମାହା ଗ୍ରାମପଞ୍ଚାୟତର ଗାଟୁଗୁଡା…
Read More...

ଜନସାଧାରଣଙ୍କ ପାଇଁ ନିଶୁଳ୍କ ଡାଇଲେସିଶ ସୁବିଧା ଉପଲବ୍ଧ

ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ସଦର ଡାକ୍ତରଖାନାରେ ଆଜିଠାରୁ ଜନସାଧାରଣଙ୍କ ପାଇଁ ନିଶୁଳ୍କ ଡାଏଲେସିଶ ସୁବିଧା ଉପଲବ୍ଧ କରାଯାଇଛି । ଆଜି ସକାଳେ ଏହି ନିଶୁଳ୍କ ଡାଏଲେସିଶ ସେବା ସୁବିଧା ଉଦଘାଟିତ ହୋଇ ଲୋକାର୍ପିତ ହୋଇଯାଇଛି । ଏଥିରେ ଏକାଥରକେ ସାତ ଜଣଙ୍କ ଡାଏଲେସିଶ କରାଯାଇପାରିବ । ବହୁ…
Read More...