ନିଲାମ ହେବ ମାରାଡୋନାଙ୍କ ଜର୍ସି

ଲଣ୍ଡନ,୬ ।୪: ବିଶ୍ୱ ଫୁଟବଲ ଜଗତର ମହାନ ଖେଳାଳି ଡିଏଗୋ ମାରୋଡୋନାଙ୍କ ଜର୍ସିର ଖୁବ୍‌ ଶୀଘ୍ର ନିଲାମ ହେବ । ଅନଲାଇନରେ ନିଲାମ ହେବ ତାଙ୍କର ଜର୍ସି । ମାରାଡୋନା ୧୯୮୬ ୱାର୍ଲଡ କପ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ପିନ୍ଧିଥିଲେ ଏହି ଜର୍ସି । ଏହାକୁ ପ୍ରଥମ
Read More...

ହକି ପାଇଁ ଦିଆଯାଇଥିବା ଅର୍ଥର ଦୁରୁପଯୋଗ ; ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ହକି ଇଣ୍ଡିଆକୁ ଦିଆଯାଇଥିବା ପାଣ୍ଠିର ଦୁରୁପଯୋଗ କରିଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା । ଏହି ଅଭିଯୋଗରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ହକି ଇଣ୍ଡିଆର ବିକାଶ ଓ ଖେଳାଳିମାନଙ୍କର ଉନ୍ନତି
Read More...

ପୁଣି ବଢିଲା ଚିନ୍ତା : ଭାରତରେ କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ

ମୁମ୍ବାଇ: ଭାରତରେ କରୋନାର ତାଣ୍ଡବ ଏବର୍ଷ ସରିଯିବ ବୋଲି ଯାହା ଆଶା କରାଯାଉଥିଲା,ତାହା ଏବେ କ୍ଷୀଣ ହୋଇଛି । କାରଣ ଦେଶରେ କରୋନା ସ୍ଥିତି ଟିକେ ଭଲ ଥିବା ବେଳେ ଆଉ ଏକ ଭାରିଆଣ୍ଟ ଆସି ପହଞ୍ଚିଯାଇଛି । ଏହି ଭାରିଆଣ୍ଟ ବ୍ରିଟେନରେ ତାଣ୍ଡବ ରଚିବା ପରେ ଭାରତରେ ପ୍ରବେଶ କରି ଆତଙ୍କର କାରଣ
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।ଏହି ବାଲୁକା କଳାରେ ସୁସ୍ଥ ରହିବାର ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ସେ ସମସ୍ତଙ୍କୁ ଯୋଗ, ବ୍ୟାୟମ କରିବା, ପୌଷ୍ଟିକ
Read More...

ବିଶ୍ୱ ଏବେ ଦୁଇ ଭାଗରେ ବିଭକ୍ତ : ମୋଦୀ

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ୨ଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି । ଏପର୍ଯ୍ୟନ୍ତ ଭାରତ ନିରପେକ୍ଷ ନୀତି ବଜାୟ ରଖିଛି ଓ ରଖିବ ମଧ୍ୟ । ଅନ୍ୟାୟ କାର୍ଯ୍ୟକୁ ଭଶରତ ଖେବେ ବି ସମର୍ଥନ କରିବ ନାହିଁ । ଆଜି ‘ବିଜେପି’ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ
Read More...

ମୁଣ୍ଡ ନୁଆାଁଇଲେ ଶ୍ରୀଲଙ୍କା ସରକାର : ପ୍ରତ୍ୟାହାର କଲେ ଜରୁରୀ ପରିସ୍ଥିତି

କଲମ୍ବୋ: ଶ୍ରୀଲଙ୍କା ପରିସ୍ଥିତି ପୂର୍ବପରି ଜଟିଳ ରହିଛି । ଜନସାଧାରଣଙ୍କ ଆକ୍ରୋଶ ଆହୁରି ବଢୁଛି । ଆନ୍ଦୋଳନ ଭୟଙ୍କର ରୂପ ନେଉଛି । ସରକାରଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିତି ବିରୋଧରେ ଆନ୍ଦୋଳନ ଭୟଙ୍କର ହେଉଥିବା ଦେଖି ସରକାର ଆଜି ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରିନେଇଛନ୍ତି ।
Read More...

୧୦ ହଜାର ଟଙ୍କା ପାଇଁ ମାନସ ସ୍ୱାଇଁଙ୍କୁ ହତ୍ୟା !

ଭୁବନେଶ୍ୱର : ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର ଫିଟିବାରେ ଲାଗିଛି  । ମାନସକୁ ହତ୍ୟା କରିଥିବା ନେଇ ଶର୍ମିଷ୍ଠା ସ୍ୱୀକାର କରି ସାରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ ମଧ୍ୟ ଭୁଲ ସ୍ୱୀକାର କରିସାରିଛି  । ହତ୍ୟାକାଣ୍ଡରେ ଜଡ଼ିତ ସମସ୍ତ ଅଭିଯୁକ୍ତମାନେ ଗିରଫ
Read More...

ସଡକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀ ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର: ରାଜ୍ୟ ପରିବହନ ପ୍ରାଧିକରଣ ଓ ସ୍ୱେଚ୍ଛାସେବୀ ସଂଗଠନ ମୁସକାନ ପକ୍ଷରୁ ପୋଲିସ ସେବା ଭବନରେ ସଡକ ଦୁର୍ଘଟଣାର କାରଣ ଅନୁସନ୍ଧାନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦଘାଟନ
Read More...

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୪୨ ତମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ,୬/୪ - ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୪୨ ତମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ଠାରେ ଓ ୧୦ ଗୋଟି ମଣ୍ଡଳ ସ୍ତରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିପାଇଁ ୧୫ ଗୋଟି ବିନ୍ଦୁ ଯଥା ପ୍ରଧାନମନ୍ତ୍ରୀଙ୍କ ପ୍ରତିଷ୍ଠା ଦିବସରେ ଅଭିଭାଷଣକୁ ସମଗ୍ର ଦେଶରେ କର୍ମକର୍ତ୍ତାଙ୍କୁ
Read More...

ଦ୍ୱିତୀୟ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା

ଦଶପଲ୍ଲା : ଗତକାଲିଠାରୁ ଆରମ୍ଭ ହୋଇଥିବା ଧାରଣା ଆଜି ଦ୍ୱୀତିୟ ଦିନରେ ପହଞ୍ଚିଛି । ବୁଗୁଡା କଲୋନୀ ଗ୍ରାମରର ୫୦ଟି ଆଦିବାସୀ ପରିବାରର ପୁରୁଷ ଓ ମହିଳା ଖୋର୍ଦ୍ଧା- ବଲାଙ୍ଗୀର ରେଳପ୍ରକଳ୍ପରେ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନରେ ଗତକାଲି ଠାରୁ ଛାମୁଣ୍ଡିଆ କରି ଗଣଧାରଣା ଆରମ୍ଭ କରିଛନ୍ତି ।
Read More...