ଚୀନରେ ତାଣ୍ଡବ ରଚୁଛି କରୋନା

ବେଜିଂ: ଚୀନରେ କରୋନା ତାଣ୍ଡବ ରଚୁଛି । ଗତ ୨୪ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୧୬ହଜାର ୪୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇନଥିଲେ । ଚୀନର ‘ଜିରୋ କୋଭିଡ’ ଷ୍ଟ୍ରାଟେଜୀ ବିଫଳ
Read More...

ନବରଙ୍ଗପୁରଠାରେ ବିଜେପି ପ୍ରତିଷ୍ଠା ଦିବସ ପାଳନ

ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ଓମ କଲ୍ୟାଣ ମଣ୍ଡପଠାରେ ବିଜେପି ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ପ୍ରାତଃ ୯ ଘଣ୍ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦଳର ୪୨ ତମ ପ୍ରତିଷ୍ଠା ଦିବସ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବା ବେଳେ ଏହାର ସିଧା
Read More...

ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ଜଣେ ଗିରଫ

ପୁରୀ : ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ଜଣେ ବ୍ୟକ୍ତିକୁ ପୁରୀ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଜେ ମହାପାତ୍ର ଓ ସେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର । ପୁରୀ ଏସପି କେ ବିଶାଲ ସିଂହ ସୂଚନା ଅନୁଯାୟୀ ଅଭିଯୁକ୍ତ ଜେ ମହାପାତ୍ର କହିଛି ତାକୁ ଭଲ ନ ଲାଗିବାରୁ ସେ
Read More...

ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଦାୟିତ୍ୱ ଗ୍ରହଣ

ପୁରୀ : ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଫିସର ବିର ବିକ୍ରମ ଯାଦବ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମେ ପୁରୀରେ ପହଂଚିବା ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିରର ବିଭିନ୍ନ ଦେବଦେବୀ ମନ୍ଦିର ବୁଲିଥିଲେ । ପରେ ସେ
Read More...

ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର

ବୌଦ୍ଧ,୬/୪: - ସ୍ଥାନୀୟ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ବୌଦ୍ଧଠାରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଦଳ ମୁଣ୍ଡୁଳି କଟକଙ୍କ ଦ୍ୱାରା ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ବ୍ଲକ
Read More...

ବିଜେପି କଣ୍ଟାମାଳ ମଣ୍ଡଳ ତରଫରୁ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

କଣ୍ଟାମାଳ,୬/୪- ଆଜି ପଲସାଗୋରା କଲ୍ୟାଣମଣ୍ଡପ ଠାରେ ବିଜେପି କଣ୍ଟାମାଳ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଶ୍ରୀ ଅନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୧୯୮୦ ମସିହା ଠାରୁ ଆଜିପର୍ଯ୍ୟନ୍ତ ଦଳର ସଂଘର୍ଷ ଓ ଲୋକ କଲ୍ୟାଣ ତଥା ରାଷ୍ଟ୍ର ନିର୍ମାଣରେ ଦଳ
Read More...

ବୌଦ୍ଧ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ କୋଭିଡ ଟୀକାକରଣ

ବୌଦ୍ଧ,୬/୪: - ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧରେ କୋଭିଡ -୧୯ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଚିକିତ୍ସାଳୟ ସହଯୋଗରେ ଆୟୋଜିତ ଏହି ଶିବିରରେ ୧୨ ରୁ ୧୫ ବର୍ଷ ବୟସର ସ୍କୁଲ ଛାତ୍ର/ଛାତ୍ରୀ ମାନଙ୍କୁ ଏହି ଟୀକା ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଟୀକାକରଣ
Read More...

ବୌଦ୍ଧ ସେଣ୍ଟ୍‌ ଜାଭିୟର୍ସ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କାଉଟ ଗାଇଡ ସଫଳତା

ବୌଦ୍ଧ,୬/୪: - ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ କ୍ୟାଂପରେ ବୌଦ୍ଧ ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ସେଣ୍ଟ୍‌ ଜାଭିୟର୍ସ ସ୍କୁଲର ସ୍କାଉଟ ଗାଇଡର ଶିକ୍ଷୟିତ୍ରୀ କ୍ୟାପଟେନ ଶ୍ରୀମତୀ ଚନ୍ଦ୍ରମା ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ଏହି ରାଜ୍ୟରେ ମିଳିବ ୧୫ ଟଙ୍କାରେ ମିଲ, ୫ ଟଙ୍କାରେ ଟିଫିନ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ଼ ଘୋଷଣା କରିଛନ୍ତି  । ସାରା ରାଜ୍ୟରେ ଅନ୍ନପୂର୍ଣ୍ଣ କ୍ୟାଣ୍ଟିନ ଚାଲିବା ନେଇ ଘୋଷଣା କରାଯାଇଛି  । ଏହି ଯୋଜନାରେ ୧୫ ଟଙ୍କାରେ ମିଲ ଓ ୫ ଟଙ୍କାରେ ଟିଫିନ ମିଳିପାରିବ  ।ଏହି କ୍ୟାଣ୍ଟିନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିବ  ।
Read More...

ପରୀକ୍ଷାର୍ଥୀଙ୍କ ପୁଷ୍ପା କ୍ରେଜ୍‌, ପରୀକ୍ଷା ଖାତାରେ ଲେଖିଲେ ଏମିତି

ନୂଆଦିଲ୍ଲୀ : ‘ପୁଷ୍ପା : ଦ ରାଇଜ’ ସିନେମାର କ୍ରେଜ ସାରା ଦେଶରେ ବଢ଼ିବାରେ ଲାଗିଛି  । ଇନଷ୍ଟାଗ୍ରାମ ହେଉକି ସର୍ଟ ଭିଡ଼ିଓରେ ପୁଷ୍କାର ଡାଇଲଗ ଓ ଗୀତ ଭାଇରାଲ ହୋଇଛି  । ଏମିତିକି କିଛି ଚୋରମାନେ ଏବେ ପୁଷ୍ପା ଷ୍ଟାଇଲରେ ଚୋର କାରବାର କରୁଥିବା ବି ଦେଖିବାକୁ ମିଳୁଛି  । ଏସବୁ ଚର୍ଚ୍ଚା
Read More...