ମାଟି ତଳୁ ବାହାରିଲା ବିଡା ବିଡା ଟଙ୍କା
ଦେବଗଡ: ଦେବଗଡରେ ମାଟି ତଳୁ ବାହାରିଲା ବିଡା ବିଡା ଟଙ୍କା । ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ , ଏକାବେଳେ ମାଟିତଳୁ ସମ୍ବଲପୁର ପୋଲିସ୍ ନଗଦ ୩୨ଲକ୍ଷ ଟଙ୍କା ଜବତ କରିଛି । ଏକ ଜରି ବସ୍ତା ଭିତରେ ବିଡା ବିଡା ୫୦୦ ଟଙ୍କିଆ ନୋଟ୍ ରହିଛି । ସମ୍ବଲପୁରର ଏକ ହୋଟେଲରୁ ଏହି!-->…
Read More...
Read More...