ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର : ଜଣେ ମୃତ,ଜଣେ ଆହତ
ଫୁଲବାଣୀ : ଶନିବାର ଅପରାହ୍ନରେ ଶଙ୍କରାଖୋଲ ନିକଟରେ ଏକ ହୁଣ୍ଡଆଇ କାର ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯିବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏଥିରେ ଯାଉଥିବା ବିଦ୍ୟୁତ ବିଭାଗର ଯନ୍ତ୍ରୀ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଅଶ୍ୱିନୀ ମିଶ୍ର । ଆହତ!-->…
Read More...
Read More...