ବେଆଇନ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୪୦୭ ଭ୍ୟାନ୍‌ ସହ ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ଜବତ,…

ବାଲିଗୁଡ଼ା,୧୬/୪: ବେଆଇନ୍‌ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ସହ ୪୦୭ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଛି । ଘଟଣାରେ ଚାଲାଣକାରୀ ଡ୍ରାଇଭରକୁ ଗିରଫକରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା…
Read More...

ପୁଣି କମିଲା ଆଇପିଏଲ ଟିଭି ରେଟିଂ

ନୂଆଦିଲ୍ଲୀ,୧୫/୪: ଆଇପିଏଲର ଟିଭି ରେଟିଂରେ ହ୍ରାସ ଧାରା ଜାରି ରହିଛି । ଏହାକୁ ନେଇ ବିସିସିଆଇ ଖୁବ ଚିନ୍ତିତ । ଦ୍ୱିତୀୟ ସପ୍ତାହରେ ବି ଟିଭି ରେଟିଂ ହ୍ରାସ ପାଇଛି । ପ୍ରଥମ ସପ୍ତାହରେ ଆଇପିଏଲ ଟିଭି ରେଟିଂରେ ୩୩ ପ୍ରତିଶତ ହ୍ରାସ ଘଟିଥିଲା । ଏହା ପରେ ଦ୍ୱିତୀୟ ସପ୍ତାହରେ ୨୮ ପ୍ରତିଶତ…
Read More...

ଆଇପିଏଲ୍‌ରେ ପଶିଲା କରୋନା

ମୁମ୍ବାଇ,୧୫/୪ : ଏତେ ଜଗିକି ମଧ୍ୟ କିଛି ଲାଭ ହେଲାନି । ଆଇପିଏଲରେ ପୁଣି ପଶିଲା କରୋନା । ଆଇପିଏଲର ଚଳିତ ସଂସ୍କରଣରେ ସୁରକ୍ଷା ବଳୟ ଭେଦ କରିଛି କରୋନା । ଦିଲ୍ଲୀ କ୍ୟାପିଟାଲ୍‌ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫିଜିଓ ପଜିଟିଭ୍‌ ହେବା ପରେ ଟିମ୍‌ର…
Read More...

ଆକାଂକ୍ଷା ଓ ସିଦ୍ଧାନ୍ତ ଅନୁଷ୍ଠାନ ତରଫରୁ ବିଷୁବ ମିଳନ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ଓ ସିଦ୍ଧାନ୍ତ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ବିଷୁବ ମିଳନ ୨୦୨୨ ପାଳିତ ହୋଇଯାଇଛି । ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ…
Read More...

ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ ; କ୍ଷୋଭ ପ୍ରକାଶ କଲେ ଯୁବ ସାହିତ୍ୟିକ

ଦଶପଲ୍ଲା :- ନୟାଗଡ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ବ୍ୟାପକ ତୃଟି ଏବଂ ମନମାନୀକୁ ନେଇ ଯୁବ ସାହିତ୍ୟିକ ଅନୀଲ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଫେସବୁକ ପେଜ୍‌ରେ ଉଲ୍ଲେଖ କରିଛନ୍ତି କି, ଅଣସାହିତ୍ୟିକ ତଥା ରାଜନୈତିକ…
Read More...

ଅମଲାତନ୍ତ୍ର ଉପରେ ବର୍ଷିଲେ ସିଜେଆଇ

ନୂଆଦିଲ୍ଲୀ : ଦେଶରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମେତ ବିଭିନ୍ନ କୋର୍ଟମାନଙ୍କରେ କାର୍ଯ୍ୟଗତ ଚାପ ବହୁମାତ୍ରାରେ ବଢୁଛି । କୋର୍ଟମାନଙ୍କରେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବା ବେଳେ ମାମଲା ସଂଖ୍ୟା ବହୁ ସଂଖ୍ୟାରେ ବଢୁଛି । ଏଭଳି ସ୍ଥିତିରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା କଷ୍ଟକର…
Read More...

ପ୍ରତି ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ

ନୂଆଦିଲ୍ଲୀ,୧୫/୪ : ଆଗାମୀ ଦିନରେ ଦେଶରେ ଚିକିତ୍ସା ତଥା ଚିକିତ୍ସା ସେବା କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଘଟିବ । ଲୋକେ ଚିକିତ୍ସା କ୍ଷେତ୍ରରେ ଯେଉଁ ଅଭାବ ଭୋଗୁଛନ୍ତି,ତାହା ଆଉ ରହିବ ନାହିଁ । ସରକାର ପ୍ରତି ଜିଲ୍ଲାରେ ମେଡିକାଲ୍‌ କଲେଜ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ଫଳରେ…
Read More...

ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଶତାଧିକ ବିମାନଯାତ୍ରୀ

ନୂଆଦିଲ୍ଲୀ,୧୫/୪: ଆଉ ଟିକେ ଡେରି ହୋଇଥଲେ ଜଳିଯାଇଥାନ୍ତେ ଶତାଧିକ ବୀମାନ ଯାତ୍ରୀ । କିନ୍ତୁ ଉନିବା ଅବସ୍ଥାରେ ଥିବା ଏହି ବିମାନର କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଯାତ୍ରୀମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ଏକ ଇଣ୍ଡିଗୋ ବିମାନ ସହିତ ହୋଇଥିଲା ଏଭଳି ଘଟଣା । ଇଣ୍ଡିଗୋ…
Read More...

କରୋନାରୁ ସୁସ୍ଥ ହେଲେଣି ୪.୨୫ କୋଟି

ନୂଆଦିଲ୍ଲୀ,୧୫/୪: ଆଜି ଦେଶରେ କରୋନାର ଦୈନିକ ସଂକ୍ରମଣ କମିଛି । ଏହା ହଜାରେ ତଳେ ରହିଛି । କେନ୍ଦ୍ର ସ୍ୱାସ୍ତ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୪୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୬ମୃତ୍ୟୁ ରେକର୍ଡ କରାଯାଇଛି । ୨୪…
Read More...

ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବୌଦ୍ଧ,୧୫/୪- ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ସମ୍ବିଧାନ ପ୍ରଣେତା ବାବାସାହେବ ଡଃ ବି ଆର୍‌ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଅବସରରେ କଚେରୀ ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ…
Read More...