Sign in
Sign in
Recover your password.
A password will be e-mailed to you.
ପୁଣି ହାରିଲା ଶ୍ରୀଲଙ୍କା, ଭାରତ ୩-୦ରେ ସିରିଜ ଜିତିଲା
ଧର୍ମଶାଳା : ଟି-୨୦ ଆନ୍ତର୍ଜାତୀୟ ସିରିଜରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ୨୦୨୧ ଟି -୨୦ ବିଶ୍ୱକପ୍ ର ଶେଷ ତିନୋଟି ମ୍ୟାଚ୍ ଜିତିବା ସହିତ ଭାରତୀୟ ଦଳ ଆରମ୍ଭ କରିଥିବା ବିଜୟ ଧାରା ଏବେବି ଜାରି ରହିଛି । କେବଳ ଏତିକି ନୁହେଁ କ୍ରମାଗତ ତୃତୀୟ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ!-->…
Read More...
Read More...
ଅଜବ ଲୁକ୍ରେ ଧୋନୀ
ନୂଆଦିଲୀ : ଏବେ କ୍ରିକେଟରେ ଆକସନ ବାହାରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓରଫ ମାହି । ଆଉ କିଛି ଦିନ ପରେ ତାଙ୍କୁ ଅବଶ୍ୟ ଆଇପିଏଲରେ ଦେଖିବାକୁ ମିଳିବ । ତେବେ ତା ପୂର୍ବରୁ ତାଙ୍କର ଏଭଳି ଏକ ଲୁକ୍ ଭାଇରାଲ ହୋଇଛି,ଯାହାକୁ ଦେଖିଲେ ବଡ଼ ଅଜବ ଲାଗୁଛି । କାରଣ,ଫଟୋଟି!-->…
Read More...
Read More...
ଫିଲ୍ମ ଜଗତରେ ବାର ବର୍ଷରେ ପାଦ ଦେଲେ ସାମନ୍ତା
ମୁମ୍ବାଇ : ଦକ୍ଷିଣୀ ଫିଲ୍ମ ଜଗତର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ତଥା ଏକାଧିକ ଜାତୀୟ ପୁରସ୍କାର ବିଜେତା ସାମନ୍ତା ରୁଥ ପ୍ରଭୁ ଆଜି ବାର ବର୍ଷର ସ୍ମୃତି ରୋମନ୍ଥନ କରି ବେଶ୍ ଆହ୍ଲାଦିତ । କାରଣ,ଆଜି ସେ ନିଜ ଫିଲ୍ମ କ୍ୟାରିୟରର ବାର ବର୍ଷ ପୂର୍ତ୍ତି ଉତ୍ସବ ମନାଇଛନ୍ତି । ଅର୍ଥାତ ଏହି!-->…
Read More...
Read More...
ବୌଦ୍ଧରେ ପଲ୍ସ ପୋଲିଓ ଟୀକାକରଣ
ବୌଦ୍ଧ,୨୭/୨- ଜାତୀୟ ପଲ୍ସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ବୌଦ୍ଧଜିଲ୍ଲାରେ ଆଜି ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପ୍ରସବୋତର କେନ୍ଦ୍ର (ପିପିସି) ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାକୁ ଆରମ୍ଭ କରିଥିଲେ । ଜିଲ୍ଲା!-->…
Read More...
Read More...
ବିନୋଦ କାମ୍ବଲି ଗିରଫ,ଜାଣନ୍ତୁ କାରଣ
ନୂଆଦିଲ୍ଲୀ : ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଗିରଫ ହୋଇଛନ୍ତି । ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି । ମୁମ୍ବାଇ ବାନ୍ଦ୍ରା ନିକଟରେ ନିଶା ସେବନ କରି ଗାଡି ଚଳାଉଥିବା ବେଳେ ସେ ଏକ କାରକୁ ଧକ୍କା ଦେଇଥିଲେ । ଏନେଇ ମାମଲା ରୁଜୁ ହୋଇଥିଲା । ଏହି କାରଣରୁ ତାଙ୍କୁ ମୁମ୍ବାଇ!-->…
Read More...
Read More...
ଜାଣନ୍ତୁ,ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବାରେ ଘଣ୍ଟା ପ୍ରତି କେତେ ଟଙ୍କା ଖର୍ଚ୍ଚ ହେଉଛି
ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଦ୍ୱାରା ବିମାନ ଚଳାଚଳ ଜାରି ରହିଛି । ଭାରତ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବିମାନ ଭଡା ଭରଣା କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି.ଜାଣିଲେ!-->…
Read More...
Read More...
ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ଜ୍ୱଳିତ ହେଲା ସର୍ବ ବୃହତ ଜଗତ ମଙ୍ଗଳ ଜାଗର ଦୀପ
ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଓଡିଶାର ସର୍ବବୃହତ ଜଗତ ମଙ୍ଗଳ ଜାଗରଦୀପ ପ୍ରଜ୍ୱଳିତ ହୋଇଛି । ପାର୍ବତୀ ସାଗର ନିକଟରେ ଏହି ଦୀପକୁ ବିଧାୟକ ଜୟନ୍ତ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଦୀପ ଲଗାଇ ପ୍ରଜ୍ୱଳିତ କରିଥିଲେ । ପଙ୍କୋଦ୍ଧାର ଏକାଦଶୀ ଠାରୁ!-->…
Read More...
Read More...
ଭାରତୀୟ ଛାତ୍ରଙ୍କ ପାଇଁ ଏହି ବଡ଼ ନିଷ୍ପତ୍ତି ନେଲା ଆମେରିକା
ୱାଶିଂଟନ, ୨୭/୨: ଯୁଦ୍ଧ ଘନଘଟା ଭିତରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି ଆମେରିକା । ଭାରତୀୟଙ୍କ ପାଇଁ ନିଜର ଭିସା ନିୟମକୁ କୋହଳ କରିଛି ଆମେରିକା । ଏହି ନିଷ୍ପତ୍ତି ଭାରତୀୟମାନେ ଭିସା କ୍ଷେତ୍ରରେ ଏକ ବଡ଼ ଆଶ୍ୱସ୍ତି ପାଇବେ । ନିଜ ଦୂତାବାସରେ ଛାତ୍ର ତଥା!-->…
Read More...
Read More...