ଯୁଦ୍ଧରେ ୪୩୦୦ ସେବା କର୍ମଚାରୀଙ୍କୁ ହରାଇଲାଣି ଋଷ୍
ନୂଆଦିଲ୍ଲୀ: ରାତି ପାହିଲେ ଋଷ୍-ୟୁକ୍ରେନ ଯୁଦ୍ଧ ପଞ୍ଚମ ଦିନରେ ପଦାର୍ପଣ କରିବ । ଆଜି ଚତୁର୍ଥ ଦିନରେ ମଧ୍ୟ ଋଷ୍ ପ୍ରଚଣ୍ଡ ଆକ୍ରମଣ କରିଛି । ଉଭୟ ପକ୍ଷର ବହୁ ସେନା ଓ କର୍ମଚାରୀ ମୃତାହତ ହୋଇଛନ୍ତି । ଏହି ଯୁଦ୍ଧରେ ଋଷ୍ ସେନାଙ୍କୁ ତ ହରାଉଛି,ତା ସାଙ୍ଗକୁ ଅଣ-ସୈନିକଙ୍କୁ ମଧ୍ୟ ବହୁ!-->…
Read More...
Read More...