ହସ୍ପିଟାଲରୁ ଡିସଚାର୍ଜ ହେଲେ ଈଶାନ୍ କିଶାନ୍, ଖେଳି ନପାରନ୍ତି ତୃତୀୟ ଟି-୨୦
ଧର୍ମଶାଳା : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ବେଳେ ମୁଣ୍ଡରେ ଆଘାତ ଲାଗିବା ପରେ ଭାରତୀୟ ଓପନର୍ ଈଶାନ୍ କିଶାନଙ୍କୁ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ମୁଣ୍ଡ ସ୍କାନ କରାଯାଇଥିଲା । ତେବେ ହିମାଚଳ ପ୍ରଦେଶର କାଙ୍ଗ୍ରା!-->…
Read More...
Read More...