ଅଲରାଉଣ୍ଡର ହେବାକୁ ଚାହାଁନ୍ତି ଶ୍ରେୟସ ଆୟର
ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଧୁଆଁଧାର ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ସେ ମାତ୍ର ୨୮ଟି ବଲରେ ୫୭ ରନ କରି ଅପରାଜିତ ରହିଥିଲେ । ଏହି ଇନିସଂରେ ୫ଟି ଚୌକା ଓ ୨ ଛକା ସାମିଲ ଥିଲା । ତାଙ୍କର ଏହି ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ!-->…
Read More...
Read More...