ଯୁଦ୍ଧର ପ୍ରଭାବ : ଦିନକରେ ୧୩,୪୪,୪୮୮.୫୪ କୋଟି ହରାଇଲେ ନିବେଶକ
ମୁମ୍ବାଇ ୨୪ ।୨: ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଯୋଗୁ ଭାରତୀୟ ସେୟାର ବଜାରରେ ଗୁରୁବାର ଜୋରଦାର ହ୍ରାସ ଦେଖାଯାଇଛି । ଫଳରେ ନିବେଶକ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି ହ୍ରାସ ଯୋଗୁ ନିବେଶକଙ୍କୁ ଗୋଟିଏ ଦିନରେ ୧୩,୪୪,୪୮୮.୫୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଫଳରେ!-->…
Read More...
Read More...