ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ: ଆଜି ସକଳେ ନନ୍ଦନକାନନରେ ଧଳା ବାଘୁଣୀ ରୁପା ତାର ପ୍ରଥମ ଶାବକ ଜନ୍ମ ଦେଇଛି । ବର୍ତ୍ତମାନ ସୁଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ପ୍ରସବ ପ୍ରକ୍ରିୟା ଜାରି ରହିଛି । ପ୍ରସବ ପ୍ରକ୍ରିୟା ଜାରି ରହିଥିବାରୁ ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ଅଧିକ ଶାବକ ଜନ୍ମ ହେବାର ସମ୍ଭାବନା ରହିଛି ।…
Read More...

ୟୁକ୍ରେନରୁ ଫେରିଲେ ମେଡିକାଲ ଛାତ୍ର ପ୍ରିୟବ୍ରତ: ଯୁଦ୍ଧର ଭୟଙ୍କର ବିଭୀଷିକା ବର୍ଣ୍ଣନା କଲେ

ସୁବର୍ଣ୍ଣପୁର: ୟୁକ୍ରେନରୁ ସମସ୍ତ ଛାତ୍ରଙ୍କୁ ଭାରତ ମାଟିକୁ ସୁରକ୍ଷିତ ଫେରେଇ ଆଣି ଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଲେ ସୁବର୍ଣ୍ଣପୁର ଜିଲ୍ଲାବାସୀ । ଯୁଦ୍ଧର ଘନଘଟା ମଧ୍ୟରେ ଫସିରହିଥିଲେ ଅନେକ ଛାତ୍ର ଛାତ୍ରୀ ତେବେ ସୁବର୍ଣ୍ଣପୁରର ପ୍ରିୟବ୍ରତ ସାହୁ ମଧ୍ୟ ପ୍ରାୟ ୧୫ଦିନ ପର୍ଯ୍ୟନ୍ତ…
Read More...

ସରକାରୀ ଅଫିସରେ ଲାଗିବନି ମୁଖ୍ୟମନ୍ତ୍ରୀ ଫଟୋ

ଚଣ୍ଡିଗଡ :ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌ ଶପଥ ଗ୍ରହଣ କରିବା ପରେ ରାଜ୍ୟର କୌଣସି ସରକାରୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନ ପାଇବ ନାହିଁ । ଏହା ପରିବର୍ତ୍ତେ କେବଳ ଭଗତ ସିଂହ ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଶୋଭା ପାଇବ ବୋଲି ମାନ୍‌ ଘୋଷଣା କରିଛନ୍ତି ।…
Read More...

ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେମିତି ଦିଆଯିବ ମାର୍କ

୨୦୨୨ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଆସନ୍ତା ଅପ୍ରେଲ ୨୯ ତାରିଖରୁ ହେବ । ଏହା ଆସନ୍ତା ମଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରେଣୀ ଗୃହରେ ଶାରୀରିକ ଭାବେ (ଅଫଲାଇନ)ରେ ସକାଳ ୮ଟାରୁ ପରୀକ୍ଷା ହେବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପ୍ରେସ୍‌…
Read More...

୪ରାଜ୍ୟରେ ବିଜେପିର ବିଜୟ ପରେ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ କିଶୋର, କହିଲେ ଏହି ବଡକଥା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି ଏବଂ ଏହି ରାଜ୍ୟଗୁଡିକରେ ବିଜେପି ସରକାର ଗଠନ ପ୍ରାୟ ନିଶ୍ଚିତ । ଉତ୍ତରପ୍ରଦେଶ ଏବଂ ଉତ୍ତାଖଣ୍ଡରେ ବିଜେପି ବହୁମତ ହାସଲ କରିଛି । ଭାରତୀୟ ରାଜନୈତିକ ରଣନୀତିଜ୍ଞ…
Read More...

ଦାୟିତ୍ୱ ଗ୍ରହଣ କଲେ ଟାକରା ସରପଞ୍ଚ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ମଦନ କୁମାର ଜାନୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଶେଷ ହେବା ପରେ ବିଜୟୀ ପ୍ରାର୍ଥୀ ମଦନ କୁମାର ଜାନୀ, ଟାକରା ଗ୍ରାମ ପଂଚାୟତର ଦାୟିତ୍ୱ ଗ୍ରହଣ କରିଛନ୍ତି । ଟାକରା ଗ୍ରାମ ପଞ୍ଚାୟତ…
Read More...

ସଖୀ ୱାନ ଷ୍ଟପକେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନବ ଜୀବନ ଅନ୍ଧ ଓ ଉପଶମ କେନ୍ଦ୍ରଠାରେ ସଖୀ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପ୍ରଶାସିକା ଭାଗ୍ୟ ଲକ୍ଷ୍ମୀ ନାୟକଙ୍କ ସଭା…
Read More...

ପିଙ୍କ ବଲ ଟେଷ୍ଟରେ କୋହଲିଙ୍କ ଏମିତି ରହିଛି ରେକର୍ଡ

ବାଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ଗୋଲାପୀ ବଲ ସହିତ ଖେଳାଯିବ । ଭାରତରେ ତୃତୀୟ ଥର ପାଇଁ ପିଙ୍କ ଟେଷ୍ଟ ଖେଳାଯିବାକୁ…
Read More...

ବଢୁଛି ତାତି, ଜଳଛତ୍ର ଖୋଲିବାକୁ ଦାବି

ଦଶପଲ୍ଲା : ଦିନକୁ ଦିନ ବଢ଼ିଲାଣି ତାପମାତ୍ରା । ମଧ୍ୟାହ୍ନରେ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି । ବିଭିନ୍ନ ବଜାରଘାଟ ଶୂନଶାନ୍‌ ହୋଇପଡୁଛି । ବିଭିନ୍ନ ସ୍ଥାନରେ ନଳକୂପଠାରୁ ଆରମ୍ଭ କରି ଅନେକ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ଛକ ବଜାରରେ ବିଶୁଦ୍ଧ ପାନୀୟ ଜଳ…
Read More...

ମାଲ୍‌ବାହୀ ଟ୍ରେନ୍‌ର ୬ ବଗୀ ଲାଇନ୍‌ଚ୍ୟୁତ

କୋରାପୁଟ: ଟ୍ରେନର ୬ ଟି ବଗି ଲାଇନ ଚ୍ୟୁତ । ରାତି ପ୍ରାୟ ୩ଟା ବେଳେ କୋରାପୁଟ ଷ୍ଟେସନଠାରୁ ୨୫ କିମି ଦୁ୍ରରେ ଘଟିଛି ଏହି ଘଟଣା । କିରଣ୍ଡୁଲରୁ ଲୁହା ପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଭେଜା ନିକଟରେ ଲାଇନଚ୍ୟୁତ ହୋଇଛି । ଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ…
Read More...