ଟାକରା କଲେଜ୍ ର ନୂତନ ଶ୍ରେଣୀ ଗୃହ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦଘାଟିତ
ଦଶପଲ୍ଲା:
ଦଶପଲ୍ଲା ବ୍ଲକ୍ ମଣୀନାଗ ବହୁମୂଖୀ ଉଚ୍ଚ଼ମାଧ୍ୟମିକ ବିଦ୍ୟାଳୟ ଟାକରା କଲେଜ୍ (ବୁଗୁଡା କଲେଜ)ର ପାନୀୟ ଜଳ ପ୍ରକଳ୍ପ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର!-->!-->!-->…
Read More...
Read More...