ଅନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ନିରୋଧ ସପ୍ତାହ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ଓ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମହିଳା ସୁରକ୍ଷା ଓ ଅଧିକାରକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ
Read More...

ଚିକିଟିରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ଗଞ୍ଜାମ : ଗଞ୍ଜାମ ଓ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ, ଚିକିଟିଙ୍କ ମିଳିତ ଆନୁକୂଲ୍ୟରେ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟ ଚିକିଟି ପେଣ୍ଠ ପରିସରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଚିକିଟି ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରୁ ମୋଟ ପଚାଶ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ
Read More...

ଟୁଇନ ସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବାତ୍ୟା ସିନା ଟଳିଛି, ହେଲେ ବର୍ଷା କାଚୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଖବର ସାମନାକୁ ଆସୁଛି । ତେବେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଟୁଇନ ସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ
Read More...

କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଗଜପତି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ତାରବାଉଲ ଗ୍ରାମରେ କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।ଗତମାସ ତା.୨୪.୧୧.୨୦୨୧ ଠାରୁ ଆରମ୍ଭ ହୋଇଥିବା ୧୦ ଦିନିଆ କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ଶେରଙ୍ଗ
Read More...

ହରିଶଙ୍କର ପୀଠରେ ସିଆର୍‌ପିଏଫ୍‌ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ସିଆର୍‌ପିଏଫ୍‌ ବାଟାଲିୟନ ୧୮୯ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ସିଆର୍‌ପିଏଫ୍‌ ଆସିଷ୍ଟାଣ୍ଟ୍‌ କମାଣ୍ଡର ପବନ କୁମାର ତିୱାରୀ ଏବଂ ଲଖବିନ୍ଦର ସିଂହ କାର୍ଯ୍ୟକ୍ରମରେ
Read More...

ମୁଣ୍ଡାପଡ଼ାରେ ଛେଳି କୃତ୍ରିମ ପ୍ରଜନନ ସମ୍ବନ୍ଧୀୟ କୃଷକ ସଚେତନତା ଶିବିର

ବୌଦ୍ଧ/ଜହ୍ନ ।ପଙ୍କ,୪/୧୨ :ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡ଼ା ପଂଚାୟତ କାର୍ଯ୍ୟାଳୟ ପରିସରରେ ଛେଳି କୃତ୍ରିମ ପ୍ରଜନନ ସମ୍ବନ୍ଧୀୟ ଏକ କୃଷକ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉପ ନିର୍ଦ୍ଦେଶକ ଡା ହୃଷିକେଶ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ
Read More...

ମୁଣ୍ଡରେ ଗୁଳି ବାଜି ମହିଳା ଗୁରୁତର

ଫୁଲବାଣୀ: ଜଙ୍ଗଲକୁ ଝାଡୁ ସଂଗ୍ରହ କରିବାକୁ ଯାଇଥିବା ମହିଳା ମୁଣ୍ଡରେ ଗୁଳି ବାଜି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଖଜୁରିପଡା ଥାନା ଅନ୍ତର୍ଗତ ଛଂଦୁରୁ ପଦର ଗ୍ରାମର ପବିତ୍ର କଁହର ଓ ଜୟନ୍ତୀ କଁହର ସ୍ୱାମୀ ସ୍ତ୍ରୀ ଦୁଇ ଜଣ ନିକଟସ୍ଥ ରଂଜାକୁମ୍ପା ଜଙ୍ଗଲକୁ ଝାଡୁ ସଂଗ୍ରହ
Read More...

ରାଜ୍ୟ ଶିଶୁସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବୌଦ୍ଧଗସ୍ତ

ବୌଦ୍ଧ,୪ା୧୨ : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ଶିଶୁ ସୁରକ୍ଷା ସଚେତନତା ରଥର ଉଦଘାଟନ କରିବା ସହିତ ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପରିକ୍ରମା
Read More...

ବସଲାଟ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ବସଲାଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଆଜି ସକାଳୁ ସକାଳୁ ଗାଁଲୋକ ଏକ ହାତୀର ମୃତଦେହ ଦେଖି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ପରେ ସଦର ରେଞ୍ଜରଙ୍କ ସମେତ ବନ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ
Read More...

ଭାରତରେ ଚିନ୍ତା ବଢ଼ାଉଛି ଓମିକ୍ରନ୍‌; ଦକ୍ଷିଣ ଆଫ୍ରିକା ଫେରନ୍ତା ୧୦ ଯାତ୍ରୀ ନିଖୋଜ

ନୂଆଦିଲ୍ଲୀ ୦୪।୧୨ : ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ଭାରତରେ ଚିନ୍ତା ବଢ଼ାଉଛି। କର୍ଣ୍ଣାଟକରେ ୨ ଜଣ ଲୋକ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ନୂଆ କୋଭିଡ ଗାଇଡଲାଇନ ଜାରି କରିଦେଇଛନ୍ତି। ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ
Read More...