ନ୍ୟୁଜିଲାଣ୍ଡକୁ ୫୪୦ ରନର ଟାର୍ଗେଟ ଦେଲା ଭାରତ
ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ଆଜି ମ୍ୟାଚର ତୃତୀୟ ଦିନ । ଭାରତ ନ୍ୟୁଜିଲାଣ୍ଡକୁ ୫୪୦ ରନ୍ର ଲକ୍ଷ୍ୟ ଦେଇଛି । ଏହି ଟାର୍ଗେଟକୁ ହାସଲ କରିବା!-->…
Read More...
Read More...