‘ଜୱାଦ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ୱର:‘ଜୱାଦ’ ବାତ୍ୟା ଫଳରେ ଓଡ଼ିଶାରେ ବହୁ ଜିଲ୍ଳାରେ •ଷୀଭାଇମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା, ସହାୟତା ଯୋଗାଇ ଦେବାକୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ
Read More...

ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ଅନୁଷ୍ଠିତ

ସୁବର୍ଣ୍ଣପୁର:ସ୍ଥାନୀୟ ଟାଉନହଲଠାରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ମୂଖ୍ୟ ଅତିଥି ରୂପେ ଜିଲ୍ଲା ପ୍ରଭାରୀ ଭବେନ୍ଦ୍ର ପଣ୍ଡା ଯୋଗଦେଇ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ କିପରି ସଂଗଠନ ମାଧ୍ୟମରେ କେନ୍ଦ୍ର
Read More...

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ହୋଇପାରେ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିବ ସ୍ଥାନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇପାରେ । ଉଭୟ ଦିନିକିଆ ଓ ଟେଷ୍ଟ ପାଇଁ ଦଳ ଘୋଷଣା ହେବ ବୋଲି ଜଣାପଡିଛି । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଡିସେମ୍ବର ୧୭ ରୁ ଆରମ୍ଭ ହେବାର ଥିଲା, କିନ୍ତୁ ଏହାର କାର୍ଯ୍ୟକ୍ରମ ପୁନଃ ସ୍ଥିରିକୃତ ହୋଇଛି । ନୂଆ ସୂଚୀ
Read More...

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍

ଭୁବନେଶ୍ୱର: ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର । ୧୦୪ ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ
Read More...

ଖଣ୍ଡବନ୍ଧ ଲୌହ ଖଣିର ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣି , ସପକ୍ଷରେ ମତ ଦେଲେ ପ୍ରଭାବିତ ଅଞ୍ଚଳବାସୀ

କେନ୍ଦୁଝର : କେନ୍ଦୁଝର ଜିଲା ବଡବିଲ ତହସିଲ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ନିକଟ ବୈତରଣୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମେସର୍ସ ଶ୍ରୀମେଟାଲିକ୍ସଙ୍କ ଖଣ୍ଡବନ୍ଧ ଲୌହ ଖଣିର ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣି ଶେଷ ହୋଇଛି । ଦଲପାହାଡ ଗ୍ରାମଠାରେ ଅନୁଷ୍ଠିତ ଏହି ଜନଶୁଣାଣିରେ ନିକଟସ୍ଥ ଗ୍ରାମର
Read More...

୧୧ରୁ ରାଜ୍ୟରେ ଶୀତର ପ୍ରକୋପ ବଢିବ

ଭୁବନେଶ୍ୱର : ରାଜ୍ୟକୁ ପୁଣି ଶୀତ ଫେରିବାକୁ ଯାଉଛି । ଏବେ ପ୍ରବଳ ଶୀତ ଅନୁଭୂତ ହେବ । ବାତ୍ୟା ‘ଜୱାଦ’ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା । ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବ ଓ ଆସନ୍ତା ୩ରୁ ୪
Read More...

ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରଶିକ୍ଷଣ

ବରଗଡ : ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ଧର୍ମ ପ୍ରସାର ଅଭ୍ୟାସ ବର୍ଗ ବା ବିଶ୍ୱ ହିନ୍ଦୁ ପରିଷଦ ର ପ୍ରାନ୍ତୀୟ ପ୍ରଶିକ୍ଷଣ ଚଳିତ ମାସ ୩ତାରିଖରୁ ୫ତାରିଖ ଯାଏ ବରଗଡ଼ ଜିଲ୍ଲାର ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଛି । ଉଦଘାଟନୀ ଉତ୍ସବରେ ପ୍ରାନ୍ତ ସଭାପତି ସର୍ବେଶ୍ୱର
Read More...

ବିରୋଧୀଙ୍କ ହଟ୍ଟଗୋଳ ଜାରି, ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା । ଗୃହ କାର୍ଯ୍ୟ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ବିରୋଧୀ । ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଜାରି କରିଛନ୍ତି। ମମିତା ମେହେର ପ୍ରସଙ୍ଗରେ ହୋହଲ୍ଲା
Read More...

ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ

ପୁରୀ : ପୁରୀ ଗସ୍ତରେ ଆସିଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିଭିନ୍ନ ଅନୁଷ୍ଠାନ ସହ ଶ୍ରୀଜଗନ୍ନାଥ ସେନା ରାଜଭବନରେ ଭେଟି ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତୁରନ୍ତ ଖୋଲି ଅନୁଧ୍ୟାନ କରିବା,
Read More...

ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ପ୍ରଥମ ବୈଠକ

ପାରଳାଖେମୁଣ୍ଡି : ଆଜି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ୍ସନ ଏଡ଼ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାରେ ପ୍ରଥମ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ
Read More...