ଗୋଚ୍ଛାପଡା ପୋଲିସ ଅବକାରୀ ବିଭାଗର ଚଢ଼ାଉ, ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ମିଲିତରେ ପଲ୍ଲାବୁରୁଡି ପଞ୍ଚାୟତର କଲାଡି ଜଙ୍ଗଲ ନିକଟରେ ବେଆଇନ ଭାବେ ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟକରାଯାଇଥିବା ସୂଚନା ଗୋଛପଡା ଥାନା ଅଧିକାରୀ ରଞ୍ଜିତ ମୁନି ଦେଇଛନ୍ତି । ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟ
Read More...

ପ୍ରିନ୍ସପାଲଙ୍କ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ କଲେ ଗଣଦୁଷ୍କର୍ମ, ଭିଡିଓ ଉଠାଇଲେ ଦୁଇ ଶିକ୍ଷୟିତ୍ରୀ

ଜୟପୁର : ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର ଅର୍ଥାତ୍‌ ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ ଓ ଗୁରୁ ହିଁ ମହେଶ୍ୱର । ଆଜିର ସମାଜରେ ଗୁରୁଶିଷ୍ୟର ସଂପର୍କ ଆଉ ସେଭଳି ନାହିଁ କହିଲେ ଚଳେ । ପ୍ରାୟ ପ୍ରତ୍ୟେକ ସମୟରେ ଗୁରୁ ଓ ଶିଷ୍ୟାଙ୍କ ମଧ୍ୟରେ ପାପ ସଂପର୍କ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ; ଜଣେ ଗିରଫ, ତିନି ଫେରାର

ବାଲିଗୁଡ଼ା: ମାଓ ଇଲାକାରେ ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ମାଡ଼ିବସିଲା ପୋଲିସ୍‌ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସଲାଗୁଡ଼ା ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ସେଘଟଣାସ୍ଥଳରୁ ଜଣେ ମାଫିଆକୁ ପୋଲିସ୍‌ ଗିରଫ କରିବାରେ ସକ୍ଷମ
Read More...

ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷାଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କ ଦୁଇଦିନିଆ କନ୍ଧମାଳ ଗ୍ରସ୍ତ । ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷାଙ୍କ କନ୍ଧମାଳ ଗସ୍ତ କାଳରେ ପ୍ରଥମ ଦିନରେ ଅଭିଯୋଗ ଶୁଣାଣିରେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହିତ ତାହାର ପ୍ରତିକାର ପାଇଁ
Read More...

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍‌

ଜୟପୁର : ଜାତୀୟ ରାଜପଥର ସୁଙ୍କି ଘାଟି ନିକଟରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଏହାଫଳରେ ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍‌ ହୋଇଛି । ଫଳରେ ଘାଟିର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୋର୍‌ ସମୟରେ ଏହି ଅଘଟଣ
Read More...

ଗଞ୍ଜେଇ ଚାଲାଣ ମାମଲା ରେ ୪ ଗିରଫ

ଜୟପୁର: ଗଞ୍ଜେଇ ଚାଲାଣ ମାମଲା ରେ ଜୟପୁର ସଦର ପୋଲିସ ୪ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମିରଟ ସରଫ ରାଜ (୩୦), ହରିୟାନାର ସାକିଲ ଖାନ(୪୫), ମିରଟର ମୋହିତ କୁମାର (୪୨) ଓ କୋରାପୁଟ ଜିଲା ମାଛକୁଣ୍ଡର ସାଧୁ ଖିଲ (୪୦) । ଲମତାପୁଟ ଅଂଚଳରୁ ଗଞ୍ଜେଇ ଧରି ଜୟପୁର ଘାଟି
Read More...

ମମିତା ହତ୍ୟା ମାମଲାରେ ପଦାରେ ପଡିଲା ବିଜେପି ନେତାଙ୍କ ଅସଲ ଚେହେରା: ବିଜେଡି

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରୁଛି । ହେଲେ ସେପଟେ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯକ୍ତୁ ଗୋବିନ୍ଦ ସାହୁକୁ ବଞ୍ଚାଇବା
Read More...

ନେହେରୁ ଯୁବକେନ୍ଦ୍ର ନବରଙ୍ଗପୁର ଦ୍ୱାରା ଏକ ଦିବସୀୟ ଯୁବ ତାଲିମ ଶିବିର

ନବରଙ୍ଗପୁର,୭/୧୨- ଜିଲ୍ଲାର ପୁର୍ଣ୍ଣିଗୁଡା ଗ୍ରାମ ଠାରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛ ଗ୍ରାମ-ସବୁଜ ଗ୍ରାମ ନାମରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ କେନ୍ଦ୍ରର ଓଡିଶା ରାଜ୍ୟ ସହ ନିର୍ଦ୍ଦେଶକ ଶ୍ରୀ ବିମଲ ପାଟ୍ରିକ ସାହୁ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ
Read More...

ବୌଦ୍ଧ ଜିଲ୍ଲା ପୂର୍ବତନ ସୈନିକ ସଂଘର ପତାକା ଦିବସ ପାଳିତ

ବୌଦ୍ଧ, ୦୭/୧୨: ବୌଦ୍ଧ ଜିଲ୍ଲା ପୂର୍ବ ସୈନିକ ସଂଘର ସରସରା ଠାରେ ଥିବା ନିଜସ୍ୱ କାର୍ଯ୍ୟାଳୟରେ ସମସ୍ତ ପରିବାର ସହିତ"ଜାତୀୟ ପତାକା ଦିବସ' ଅବସରରେ ସଂଘର ପତାକା ଉତ୍ତୋଳନ କରାଯାଇଥିଲା । ସଂଘର ସଭାପତି ସୁବେଦାର ଶରତ କୁମାରଭଞ୍ଜ ପତାକା ଉତ୍ତୋଳନ କରିଥିଲେ । ଗତକାଲି ପୂର୍ବ ସୈନିକ ଜଳନ୍ଧର
Read More...

ସିଆରପିଏଫ ରେ ସାମିଲ ହେଲେ କଣ୍ଟାବାଞ୍ଜିର ବୋହୂ ସୀମା ଦୀପ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ମାଟିର ଝିଅ ଓ କଣ୍ଟାବାଞ୍ଜିର ବୋହୂ ସୀମା ଦୀପ ସିଆରପିଏଫ ବାହିନୀରେ ଯୋଗ ଦେଇଛନ୍ତି । ବାଲ୍ୟକାଳରୁ ପୋଲିସ ଭର୍ତ୍ତି ହେବାର ଅଭିଳାସା ରଖିଥିଲେ ସୀମା, କିନ୍ତୁ ବିବାହ ପରେ ପରିବାରବର୍ଗଙ୍କ ସହଯୋଗରେ ସେନା ବାହିନୀରେ ଯୋଗ ଦେଇ ଦେଶସେବା
Read More...