ସିଦ୍ଧାନ୍ତ ସାହିତ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜଦାଣ୍ଡ ସାହି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ସିଦ୍ଧାନ୍ତ ସାହିତ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର
Read More...

ଏସପିଙ୍କ ଦ୍ୱାରା ସମ୍ମାନିତ ହେଲେ ଗୃହରକ୍ଷୀ ରୂପକ ପଲେଇ

ଗଂଜାମ : ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ଗଂଜାମ ଏସପି ବ୍ରିଜେଶ ରାୟଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ରମ୍ଭା ଥାନାର ଗୃହରକ୍ଷୀ ରୂପକ ପଲେଇ । ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ପଡିଆଠାରେ, ଜିଲ୍ଲା ଗୃହ ବାହିନୀ ସଂସ୍ଥା ଆନୁକୂଲ୍ୟରେ ଗୃହ ବାହିନର ୫୯ ତମ ପ୍ରତିଷ୍ଠା
Read More...

ସେନା ହେଲିକପ୍ଟର ଦୁର୍ଘଟଣା ରେ ୪ ଅଧିକାରୀ ସହିଦ, ପରିବାର ସହ ସିଡିଏସ ବିପିନ ରାୱତ ଥିଲେ

ଚେନ୍ନାଇ : ବୁଧବାର ସକାଳେ ତାମିଲନାଡୁର କୁନ୍ନରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣା ଘଟିଛି। ପତ୍ନୀ ମଦୁଲିକା ରାୱତଙ୍କ ସହ ଏହି ଚପରରେ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାୱତ ମଧ୍ୟ ଉପସ୍ଥିତ ଥିଲେ । ହେଲିକପ୍ଟରର ଥିବା ସେନାଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଚାଲିଛି । ଦୁର୍ଘଟଣାର କାରଣ
Read More...

ବିପୁଳ ପରିମାଣର ଦେଶୀମଦ ଜବତ, ଜଣେ ଗିରଫ୍‌

ନୟାଗଡ : ନୟାଗଡ଼ ସଦର ଖେଡପଡା ଗ୍ରାମରେ ଚୋରାରେ ଦେଶୀ ମଦ ବ୍ୟବସାୟ ହେଉଥିବା ନେଇ ପୁଲିସ ବିଶେଷ ସୁତ୍ରରୁ ଖବର ପାଇଁ ଘଠଣାସ୍ଥଳରେ ସଦଳବଳେ ଚଢଉ କରିଥିଲା । ଚଢଉ ସମୟରେ ୨୫୦ ପ୍ୟାକେଟ୍‌ ପାଉଜ୍‌ ଦେଶୀ ମଦ ଜବତ କରିବା ସହ ଦେଶି ମଦ ବ୍ୟବସାୟୀକୁ ଗିରଫ୍‌ କରିଛି । ସୂଚନାନୁସାରେ, ନୟାଗଡ
Read More...

ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ସମେତ କେତେକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର୍‌ IAF Mi-17V5 ଆଜି ତାମିଲ୍‌ନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ପ୍ରାପ୍ତ
Read More...

ଆସନ୍ତାକାଲି ତେଜସ୍ୱୀଙ୍କ ନିର୍ବନ୍ଧ, ଦିଲ୍ଲୀରେ ଲାଲୁଙ୍କ ପୁରା ପରିବାର

ପାଟନା: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ବାଜିବ ସାହାନାଇ। ବର ସାଜିବେ ତାଙ୍କ ଗେଲ୍ହା ପୁଅ ଜେତସ୍ୱୀ ଯାଦବ। ରାଜଧାନୀ ଦିଲ୍ଲୀରେ ହେବ ନିର୍ବନ୍ଧ। ବିହାରର ବିରୋଧୀ ଦଳ ନେତା ତେଜସ୍ୱୀଙ୍କ ବିବାହ ପକ୍କା ହୋଇସାରିଥିବା ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
Read More...

ପିଡିଏସ ଚାଉଳରେ ପ୍ଲାଷ୍ଟିକ ଅପମିଶ୍ରଣ : କଂଗ୍ରେସର ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ଦହଡାମାଳ ଗ୍ରାମରେ ପିଡିଏସ ଚାଉଳ ବଣ୍ଟନ ସମୟରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଇଥିବା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...

ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇପାରେ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇପାରେ, କାରଣ କେନ୍ଦ୍ର ଦେଇଥିବା ପ୍ରସ୍ତାବରେ ଚାଷୀ ମାନେ ରାଜି ଥିବା ଜଣାପଡ଼ିଛି । ଦୀର୍ଘ ଦେଢ଼ ବର୍ଷ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନର ଆଜି ଯବନିକା ପଡ଼ିପାରେ। ଚାଷୀ ଆଇନକୁ ବିରୋଧ କରି ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର
Read More...

କଟକ ଷ୍ଟେସନରୁ ଯବାନ ନିଖୋଜ

କଟକ: ରେଳ ଷ୍ଟେସନରୁ ସେନା ବାହିନୀର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି । କଟକ ଷ୍ଟେସନରୁ ଯବାନ ନିଖୋଜ କୁ ନେଇ ସେନା ପକ୍ଷରୁ କଟକ ରେଳବାଇ ପୋଲିସ ଷ୍ଟେସନରେ ଏତଲା ମଧ୍ୟ ଦିଆଯାଇଛି । ସମ୍ପୃକ୍ତ ଯବାନଙ୍କ ନାଁ ଟେନଜିନ୍ ଗଓ୍ବା ଓ ସେ କର୍ଣ୍ଣାଟକ ବାସିନ୍ଦା ହୋଇଥିବା ସୂଚନା ମିଳିଛି
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ ରୁ ବାଦ ପଡିପାରନ୍ତି ଅକ୍ଷର, ଜାଡେଜା, ଶୁଭମାନ ଓ ଇଶାନ୍ତ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଆଜି ଘୋଷଣା କରାଯିବ । ଖେଳାଳିଙ୍କ ସାମ୍ପ୍ରତିକ ଫର୍ମ ଏବଂ ଫିଟନେସକୁ ଦେଖିଲେ ବହୁ ବଡବଡ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ ଦଳରୁ ବାଦ ପଡିପାରନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରବିନ୍ଦ୍ର ଜାଡେଜା, ଶୁଭମାନ
Read More...