ହେଲିକପ୍ଟର ଦୁର୍ଘଟଣା, ଓଡିଆ ଯବାନ ସହିଦ
ଭୁବନେଶ୍ୱର: ତାମିଲନାଡୁର କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୋଳ ଜିଲ୍ଲା ତାଳଚେରର ରାଣାପ୍ରତାପ ଦାସ । ସେ ଜୁନିଅର ୱରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ!-->…
Read More...
Read More...