ହେଲିକପ୍ଟରର ବ୍ଲାକ ବକ୍ସ ଉଦ୍ଧାର
ନୂଆଦିଲ୍ଲୀ: ଏବେ ଖୋଲିବ ତାମିଲନାଡୁ କନ୍ନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାର ସତ। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ବ୍ଲାକବକ୍ସ ଉଦ୍ଧାର କରିଛି ତଦନ୍ତକାରୀ ଟିମ୍ । କିପରି ହେଲା ହେଲିକପ୍ଟର ଦୁର୍ଘଟଣା । ଏହା ପଛରେ କାରଣ କଣ । ହେଲିକପ୍ଟର!-->…
Read More...
Read More...