ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ମେଗା ରକ୍ତଦାନ ଶିବିର

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ତେଲିବନ୍ଧ ଗ୍ରାମରେ ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ତୃତୀୟ ଦିନରେ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରାୟଣ ଗାୟିକା ଦେବସ୍ମିତା ମହାପାତ୍ରଙ୍କ ଦ୍ୱାରା ସୁନ୍ଦରା କାଣ୍ଡ ପଠନ କରାଯାଇଥିଲା ।ବହୁ ସଂଖ୍ୟାରେ ରାମ
Read More...

ସମଗ୍ର ଦେଶକୁ ବାଟ ଦେଖାଇଛି ବିଏସ୍‌କେୱାଇ ସ୍ମାର୍ଟକାର୍ଡ ଯୋଜନା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲାରେ ଆଜି ବିଏସ୍‌କେୱାଇ ସ୍ମାର୍ଟକାର୍ଡ ଯୋଜନା ଶୁଭାରମ୍ଭ କରି କହିଛନ୍ତି । ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ
Read More...

ଜିଲାସ୍ତରୀୟ ନୋଡାଲ ବୈଠକ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି
Read More...

ପାଣି ପାଇଁ ରାସ୍ତାରେ ହାଣ୍ଡି ମାଠିଆ ରଖି ଆନ୍ଦୋଳନ

ଫୁଲବାଣୀ: ସରକାରଙ୍କର ବସୁଧା ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ଏଥିରୁ ସ୍ପଷ୍ଟ ବାରି ହେଉଛି । ବାରମ୍ବାର ଗୁହାରୀ କରି କରି ପିଇବା ପାଣି ମୁନ୍ଦିଏ ମିଳିଲାନି ଠିକ ସମୟରେ । କେତେ ଆଉ ଗୁହାରୀ କରନ୍ତେ । ଶେଷରେ ବାଧ୍ୟ ହୋଇ ଗୁରୁବାର ସକାଳୁ ସକାଳୁ ଗରା, ମାଠିଆ,ବାଲଟି ରଖି ଫୁଲବାଣୀରୁ
Read More...

ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ୧୧ତମ ପ୍ରତିଷ୍ଠା ଦିବସ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଦେଓସାହିରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ୧୧ତମ ପ୍ରତିଷ୍ଠା ଦିବସ ପାଳନ ଆଜି ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା, ଅନୁଷ୍ଠାନର
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଟ ଫିଟିଲା

ବୌଦ୍ଧ : ଚଳିତ ବର୍ଷ ସିବିଏସ୍‌ଇ ଦଶମ ପରୀକ୍ଷା ପାଇଁ ଆଉ ମାତ୍ର ଦିନ କେଇଟା ବାକିଥିବା ବେଳେ ଭୁବନେଶ୍ୱର ସେଣ୍ଟ ଜାଭିୟର କନଭେଣ୍ଟ ସ୍କୁଲର ୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ଆଶା କ୍ଷୀଣ ହେବାକୁ ବସିଥିଲା । ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାର ଏହି ୫ ଜଣ
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଚାଲାଣକାରୀ ଗିରଫ

ବାଲିଗୁଡ଼ା: ଗ୍ରାହକ ବେଶରେ ବଜ୍ରକାପ୍ତା ଚାଲାଣକାରୀଙ୍କୁ ମାଡ଼ି ବସିଲା ଏସଟିଏଫ୍‌ ଓ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଚାଲାଣକାରୀଙ୍କ ନିକଟରୁ ୧୧କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ୍‌ ଓ ବନବିଭାଗ । ସୂଚନା ପ୍ରକାରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଜକିକିଆ ଦେଇ
Read More...

ଗମ୍ଭୀରଙ୍କ ମତରେ ଏହି କ୍ରମରେ ବ୍ୟାଟିଂ କରନ୍ତୁ ବିରାଟ

ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନ୍ୟୁଜିଲାଣ୍ଡକୁ ପ୍ରଥମ ଟି-୨୦ରେ ୫ ଉଇକେଟରେ ହରାଇଛି । ଏଥିରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଓ ଟିମ୍‌ ଇଣ୍ଡିଆର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ଏହି ମ୍ୟାଚ ପରେ ଭାରତର ପୂର୍ବତନ
Read More...

ମୁଣ୍ଡୋଦହରରେ କାର୍ତ୍ତିକ ପଞ୍ଚୁକ ପାଳିତ

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ମୁଣ୍ଡୋଦହର ଗ୍ରାମରେ କାର୍ତ୍ତିକ ପଞ୍ଚୁକ ପାଳିତ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ମାସ ସାରା ତଥା ଶୁକ୍ଳ ପକ୍ଷ ଅଳାଁ ନବମୀ ଦିନ ଠାରୁ ଆରମ୍ଭ ହୋଇଥାଏ ପଞ୍ଚୁକ ବୁଡ । ପ୍ରଭାତ ୪ ଠାରୁ ଉଠି ପୋଖରୀକୁ ଯାଇ ସ୍ନାନ ପରେ, ପୋଖରୀ କୂଳରେ ବାଲିରେ
Read More...

ପୁଣି ମେହବୁବା ଗୃହବନ୍ଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ବୁଧବାର ଗୃହବନ୍ଦୀ କରାଯାଇଛି। ତାଙ୍କର ଗୃହବନ୍ଦୀ ଅବଧି ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିଛି। ସୋମବାର ସନ୍ଧ୍ୟା ଶ୍ରୀନଗରର ହାଇଦରପଡାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨
Read More...