ଆହତ କେଏଲ ରାହୁଲ ପ୍ରଥମ ଟେଷ୍ଟରୁ ବାଦ୍, ଟିମ୍ରେ ଏହି ଖେଳାଳି ହେଲେ ସାମିଲ
କାନପୁର : ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଭାରତକୁ ଏକ ଶକ୍ତ ଝଟକା ଲାଗିଛି । ଟେଷ୍ଟ ଓପନର କେଏଲ ରାହୁଲ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ ପଡିବା ସହ ଟେଷ୍ଟ ସିରିଜରୁ ସଂପୂର୍ଣ୍ଣ ଆଉଟ ହୋଇଛନ୍ତି । ତାଙ୍କ ସ୍ଥାନରେ କାନପୁର ଟେଷ୍ଟ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍ରେ!-->…
Read More...
Read More...