ଏହି ହାଇସ୍କୁଲର ୫୩ ଛାତ୍ରୀ କରୋନା ପଜିଟିଭ
ସୁନ୍ଦରଗଡ : ସନ୍ଦରଗଡ ସହରର ଏକ ସରକାରୀ ଅନୁଦାନପ୍ରାପ୍ତ ବାଳିକା ହାଇସ୍କୁଲର ୫୩ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି । ସ୍କୁଲର ଅଷ୍ଟମ, ନବମ, ଦଶମ ଶ୍ରେଣୀର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କୁଲ!-->…
Read More...
Read More...