୩ ରାଜଧାନୀ ବିଲ୍‌ ପ୍ରତ୍ୟାହାର କଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆନ୍ଧ୍ର ପ୍ରଦେଶ ସରକାର ବିବାଦୀୟ ୩ ରାଜଧାନୀ ବିଲ୍‌କୁ ଆଜି ପ୍ରତ୍ୟାହାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଜି ବିଧାନସଭା କମ୍ପ୍ଲେକ୍ସରେ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ୩ ରାଜଧାନୀ ଗଠନ ପାଇଁ ଆଗତ
Read More...

ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ ଅଭିଭାବକ ସଂଘ ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଅଭିଭାବକ ସଂଘ ବୈଠକରେ ଅଭିଭାବକ ପ୍ରତିନିଧି ଅଞ୍ଜନ କୁମାର ପ୍ରଧାନ ଅଧକ୍ଷତା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ୱାଧୀନ ବିଶ୍ୱାଳ ସଭା ପରିଚାଳନା କରିଥିଲେ । ସେହିପରି ଅଧକ୍ଷ
Read More...

ବଲାଙ୍ଗୀର ବନବିଭାଗ ପକ୍ଷରୁ ବିଭିନ୍ନ ଫର୍ଣ୍ଣିଚର ୟୁନିଟରେ ଚଢାଉ

କଣ୍ଟାବାଞ୍ଜି : ବଲାଙ୍ଗୀର ବନ ବିଭାଗ ସ୍ୱତନ୍ତ୍ର ଟିମ ଗଠନ କରି ସହରର ବିଭିନ୍ନ ସ୍ଥାନରେ ଏକ ବଡ଼ ଧରଣର ଚଢାଉ କରାଯାଇ ବହୁ ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ସହ ଲକ୍ଷ ଲକ୍ଷ ଟଙ୍କାର ବହୁ ମୂଲ୍ୟବାନ କାଠରେ ତିଆରି ଫର୍ଣ୍ଣିଚର ମାନ ଜବତ କରିଛି । ପ୍ରାପ୍ତ ସୂଚନାଅନୁସାରେ ବଲାଙ୍ଗୀର ଡିଏଫ୍‌ଓ
Read More...

ଅଶ୍ୱିନ ୨୦୨୨ ଟି-୨୦ ବିଶ୍ୱକପ ଖେଳିବା ପକ୍କା, ଏମିତି କହିଲେ ହିଟ୍‌ମ୍ୟାନ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ନୂଆ ଟି୨୦ ଅଧିନାୟକ ରୋହିତ ଶର୍ମା ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଟି୨୦ରେ ବୋଲିଂ ସମୟରେ ଓ୍ୱିକେଟ୍ ଆବଶ୍ୟକ ହେଲେ ଅଶ୍ୱିନ ହିଁ ଭଲ ବିକଳ୍ପ ବୋଲି ସେ କହିଛନ୍ତି । ଏହାସହ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିବାରେ
Read More...

ଚାଉଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗଙ୍କୁ ନେଇ ଏମିତି କହିଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ବର ଚାଉଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ଏଭଳି ଚିଠି ଲେଖିବା ହାସ୍ୟାସ୍ପଦ । କୋଭିଡ୍ ପ୍ରଥମ ଓ ଦ୍ଵିତୀୟ ଲହରରେ ମୋଦି ସରକାର ରାଜ୍ୟକୁ
Read More...

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଭାରତୀୟ କିଷାନ ସଂଘ ତରଫରୁ ଗଣଧାରଣା

ବୌଦ୍ଧ,୨୨/୧୧ – ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଟ୍‌ ସମ୍ମୁଖରେ ଆଜି ଭାରତୀୟ କିଷାନ ସଂଘ ତରଫରୁ ବୌଦ୍ଧଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଡାକ୍ତରଙ୍କ ରୋଗୀପ୍ରତି ଅମାନବୀୟ ବ୍ୟବହାରକୁ ନେଇ ୬ଦଫା ଦାବିରେ ଗଣଧାରଣା ଦିଆଯାଇଛି । ଜିଲ୍ଲା କିଷାନ ସଂଘ ସଭାପତି ସୂର୍ଯ୍ୟ ନାରାୟଣ
Read More...

ନବରଙ୍ଗପୁରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଶହୀଦ ଲକ୍ଷ୍ମଣ ନାୟକ ବିଦ୍ୟା ପୀଠ ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ
Read More...

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଲିଗ୍ରାଫ ଟେଷ୍ଟ ପାଇଁ ଦାବି କଲା କଂଗ୍ରେସ

ଭୁବନେଶ୍ୱର : ମହହାଲିଙ୍ଗ ସନସାଇନ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ତଦନ୍ତକୁ ଦିଗହରା କରୁଥିବା ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପାଲିଗ୍ରାଫ ପରୀକ୍ଷା କରାଯାଉ ବୋଲି କଂଗ୍ରେସ ଦାବି କରିଛି । ସୋମବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ
Read More...

ପାକିସ୍ତାନ ବିପକ୍ଷରେ ବାଂଲାଦେଶର ବିଜୟ ପରେ ଭାଇରାଲ ହେଉଛି ଏହି ଭିଡିଓ

ନୂଆଦିଲ୍ଲୀ : ଆଇସିସି ମହିଳା କ୍ରିକେଟ୍‌ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ବାଂଲାଦେଶ ରବିବାର ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ତିନି ୱିକେଟରେ ପରାସ୍ତ କରିଛି । ଯାହା ପରେ ସୋସିଆଲ ମିଡିଆରେ ଦଳର ଉତ୍ସବର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦
Read More...

ନିଜ ଜୀବନକୁ ବାଜିଲଗାଇ କାଠମାଫିଆଙ୍କୁ କାବୁକଲେ ବନ କର୍ମଚାରୀ ଓ ଗ୍ରାମବାସୀ

ଦଶପଲ୍ଲା : ନୟାଗଡ ଜିଲ୍ଲା ବାଣିଗୋଛା ଓ ବଉଦ୍‌ ବନଖଣ୍ଡ ସୀମାନ୍ତ ଅଂଚଳରୁ ରାତି ୧୧ ଟା ବେଳେ ଶାଗୁଆନ କାଠ ଚୋରା ଚାଲାଣ ହେଉଥିଲାବେଳେ ମାଡିବସିଲେ ବନକର୍ମଚାରୀମାନେ । ବନ କର୍ମଚାରୀଙ୍କ ଆଖିରେ ଧୂଳିଦେଇ ଖସିଯାଇଥିଲା ଅଭିଯୁକ୍ତ । ହେଲେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲା ଚୋରା ଶାଗୁଆନ କାଠ
Read More...