ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

କୋଲକାତା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଶେଷ ମ୍ୟାଚ୍‌ ଖେଳାଯାଉଛି। କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍‌ ଇଣ୍ଡିଆ ଟସ୍‌ ଜଣି ପ୍ରଥମେ ବ୍ୟାଟିଂ ନେଇଥିଲା। ରୋହିତଙ୍କ
Read More...

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର:. ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତ୍ୱିତ କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶ ସାମ୍ପ୍ରତିକ ପରିସ୍ଥିତିରେ ସାଧାରଣ ଜନତାଙ୍କର ସାମ୍ବିଧାନିକ ଅଧିକାର ଓ ମୌଳିକ
Read More...

ନଗର ବିଜେଡି ବୈଠକ ଅନୁଷ୍ଠିତ

ଜି.ଉଦୟଗିରି : ସ୍ଥାନୀୟ ଦିଶା ହୋଟେଲରେ ନଗର ବିଜୁ ଜନତା ଦଳର ଏକ ବୈଠକ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ପୂର୍ବତନ କାଉନସିଲର ସମୀର କୁମାର ପାଢୀ ସ୍ୱାଗତ ଭାଷଣ ସହ
Read More...

ସୁବର୍ଣ୍ଣପୁର ଠାରେ “ସ୍ୱର୍ଣ୍ଣିମ’ ଭବନର ଉଦଘାଟନ ସମାରୋହ

ସୁବର୍ଣ୍ଣପୁର : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଈଶ୍ୱରୀୟ ସେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁରଠାରେ ପଶ୍ଚିମ ଓଡିଶାସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ
Read More...

ବିଧାୟକଙ୍କ ଦ୍ୱାରା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ତୋରଣର ଭିତ୍ତିପ୍ରସ୍ତର ସ୍ଥାପନ

ଜହ୍ନପଙ୍କ :ବୌଦ୍ଧ ବ୍ଳକ ତେଲିବନ୍ଧରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାର ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତେଲିବନ୍ଧ ଗାଁର ପ୍ରବେଶ ରାସ୍ତାରେ ଶ୍ରୀରାମ ମନ୍ଦିର ତୋରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
Read More...

ବାଞ୍ଜିତଳିଏନ କ୍ରିକେଟ କପ, ବଲାଙ୍ଗୀର ଚମ୍ପିୟାନ

ପାଟଣାଗଡ : ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆଠାରେ ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ଦ୍ୱାରା ଆୟୋଜିତ ବାଞ୍ଜିତଳିଏନ କ୍ରିକେଟ କପର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ମନ୍ତ୍ରୀ ପ୍ରତାପ ଜେନା କ’ଣ କହିଲେ ଜାଣନ୍ତୁ

ଫୁଲବାଣୀ: ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ସହ ପ୍ରାୟ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୧୧ ଟା ୩୦ ମିନିଟ ରୁ
Read More...

କନ୍ଧମାଳ ବିଜେଡିର ମହା ମିଶ୍ରଣ ପର୍ବ

ଫୁଲବାଣୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କନ୍ଧମାଳ ଜିଲ୍ଲା ଗସ୍ତର ଗୋଟିଏ ଦିନ ପୂର୍ବରୁ ଏକ ବଡଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ଏହି ମିଶ୍ରଣ ପର୍ବ ଅତୀତ ଦିନମାନଙ୍କରେ ହୋଇଥିବା ମିଶ୍ରଣ ପର୍ବଠାରୁ ସମ୍ପୂର୍ଣ ନିଆରା ଥିଲା, କାରଣ ସେହି ମିଶ୍ରଣ ପର୍ବରେ ବିଭିନ୍ନ ରାଜନୈତିକ
Read More...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଏନଜିଓସିସି ସମ୍ମିଳନୀ କକ୍ଷରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ଏକ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ କର୍ମଚାରୀମାନଙ୍କର ସଭାପତି ଭାବେ ଚିନ୍ମୟ କୁମାର ପାଢୀଙ୍କୁ ମନୋନୀତ କରାଯାଇଛି ସଭାପତିଙ୍କ ସମେତ ସଂଘର ଅନ୍ୟାନ୍ୟ
Read More...

ଗ୍ୟାସ ମୂଲ୍ୟବୃଦ୍ଧିକୁ ଯଥାର୍ଥତା ଦର୍ଶାଇବା ବିଜେପିକୁ ମହଙ୍ଗା ପଡିବ: ବିଜେଡି

ଶସ୍ତା ଗ୍ୟାସ ୧୨୩% ଅଧିକ ଦରରେ ବିକ୍ରି ଭୁବନେଶ୍ୱର: ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିୟମିତ ଭାବେ ମିଥ୍ୟା ଏବଂ ମନଗଢା ବିବୃତ୍ତି ଜାରି ରଖିଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେପି ମୁଖପାତ୍ର ଶ୍ରୀମତୀ ସାମନ୍ତସିଂହାରଙ୍କୁ ଜବାବ ଦେଇ ବିଜେଡି
Read More...