ମହିଳା କମିଶନଙ୍କ ବୌଦ୍ଧ ଗସ୍ତ ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି

ବୌଦ୍ଧ : ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ମହିଳା କମିଶନଙ୍କ ମହିଳା ସଚେତନତା ଶିବିର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୌଦ୍ଧ ଟାଉନହଲ ପରିସରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୫ ଜଣ ଆଶାକର୍ମୀ,ମହାବିଦ୍ୟାଳୟ ୨୦ ଜଣ ଛାତ୍ରୀ, ମହିଳା
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୧ା୧୧ : ଗତକାଲି ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ ତାରିଖରେ ଆଭାସି ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରାଯିବାକୁ ଏକ
Read More...

ବୌଦ୍ଧ ଜିଲ୍ଲାରେ ବାଘଛାଲ ର‍୍ୟାକେଟ ସକ୍ରିୟ: ପୁଣି ଏକ ବାଘ ଛାଲ ଜବତ

କଣ୍ଟାମାଳ : ଆଜି ସକାଳୁ ବୌଦ୍ଧ ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳ ଲଣ୍ଡା ଗାଁ ନିକଟରେ ବାଘ ଛାଲ ବିକ୍ରୀ ପାଇଁ ଡିଲ ଚାଲିଥିବା ସମୟରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ବାଘ ଛାଲ ବିକ୍ରେତାକୁ କାବୁ କରି ନେଇଥିବା ପ୍ରକାଶ । ବାଘଛାଲଟିକୁ ବିକ୍ରୀ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା
Read More...

ଚୋରି ଶିଶୁ କନ୍ୟା ଉଦ୍ଧାର

ସୋନପୁର : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ସୋନପୁର ପୁଲିସ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ଅର୍ଜୁନପୁର ଜଙ୍ଗଲରୁ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । କାର୍ଯ୍ୟାନଷ୍ଠାନ ଭୟରେ ଶିଶୁଟିକୁ ଜଙ୍ଗଲରେ ଫିଙ୍ଗି
Read More...

ପାଣିରେ ବୁଡ଼ିଗଲେ ୨ ଭଉଣୀ

କେନ୍ଦ୍ରାପଡ଼ା: ଯୋରରୁ ଡଙ୍ଗା ଗୋଟାଇବା କାଳ ହେଳା। ଡଙ୍ଗା ଗୋଟାଉ ଗୋଟାଉ ପାଣିରେ ବୁଡ଼ିଗଲେ ୨ ଭଉଣୀ। ମୃତକଙ୍କ ମଧ୍ୟରୁ ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର । ଏପରି ଅଭାବନୀୟ ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଜଅଁରା ବାରିମୂଳ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ମୃତକଦ୍ୱୟ ୨ ଭଉଣୀ ବୋଲି
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ମୃତ

ଅନୁଗୁଳ: ବିପଦରେ ହାତୀ ବଂଶ । ହାତୀ ସୁରକ୍ଷା ପାଇଁ ବନ ବିଭାଗ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିବାବେଳେ ଅଧିକାଂଶ ସମୟରେ ହାତୀ ମୃତ୍ୟୁର ଖବର ମିଳୁଛି । ଏବେ ପୁଣି ଆଉ ଏକ ହାତୀର ମୃତ୍ୟୁ ହୋଇଥିବା ଜଣାଯାଇଛି । ଅନୁଗୁଳ କଣିହାଁ ବନାଞ୍ଚଳ କମରେଇ ଜଙ୍ଗଲରେ ଦନ୍ତାହାତୀ ମୃତ । ଶିକାର ପାଇଁ
Read More...

ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ଥର ସ୍ଥାପନ ନେଇ ସ୍ୱତନ୍ତ୍ର…

ପୁରୀ : ଆସନ୍ତାକାଲିଠାରୁ ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ଥର ସ୍ଥାପନ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୩ ଦିନ ଧରି ଯଜ୍ଞ ଓ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ
Read More...

କ୍ଲିନ୍‌ ସୁଇପ ଲକ୍ଷ୍ୟରେ ଭାରତ,ଏହି ଏକାଦଶ ସହ ପଡିଆକୁ ଓହ୍ଲାଇପାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜର ଶେଷ ମ୍ୟାଚ୍‌ ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ ଗ୍ରାଉଣ୍ଡରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହି ସିରିଜ ଜିତିଥିବାରୁ ଏହି ମ୍ୟାଚରେ ଭାରତ ପାଇଁ ସେତେଟା ଗୁରୁତ୍ୱ
Read More...

ଓଡ଼ିଶା ସାମ୍ବାଦିକଙ୍କ ହିତ ପାଇଁ ଦିଲ୍ଲୀରେ ପିସିଆଇ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କଲେ ରାଧାମୋହନ

କନ୍ଧମାଳ: ଓଡ଼ିଶା ସାମ୍ବାଦିକମାନଙ୍କ ସ୍ୱର ଦିଲ୍ଲୀରେ ଠିକ୍‌ ଭାବରେ ପହଞ୍ଚି ପାରୁନଥିବା ବେଳେ ଓଡ଼ିଶା ସାମ୍ବାଦିକ ସଙ୍ଘ କନ୍ଧମାଳ ଜିଲ୍ଲା ସଭାପତି ରାଧାମୋହନ ମହାପାତ୍ର ଦିଲ୍ଲୀ ସୂଚନା ଭବନରେ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ଅଧକ୍ଷ ଜଷ୍ଟିସ ଚନ୍ଦ୍ରମୌଳି କୁମାର ପ୍ରସାଦଙ୍କୁ ତାଙ୍କ
Read More...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ୮ ମାସ ବୃଦ୍ଧି…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ଆଠ ମାସ ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଚଳିତ ମାସରେ ଶେଷ ହେଉଥିବା ଏହି ଯୋଜନାକୁ ମହାମାରୀ କରୋନାର
Read More...