ଜିଲ୍ଲା ବିଜେପିର ୧୨ଘଣ୍ଟିଆ ବନ୍ଦ ଯୋଗୁଁ ବଲାଙ୍ଗୀର ରାଜରାସ୍ତା ଖାଁ ଖାଁ
ବଲାଙ୍ଗୀର : ଜିଲ୍ଲା ବିଜେପିର ୧୨ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ବନ୍ଦ ରହିଛି ଦୋକାନ ବଜାର, ସ୍କୁଲ କଲେଜ । ଗଡିମୋଟର ଗଡୁ ନାହିଁ । ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା । କେବଳ ବଲାଙ୍ଗୀର ସହର ନୁହେଁ ଲୋଇସିଂହା, ପାଟଣାଗଡ, କଂଟାବାଞ୍ଜି, ଟିଟିଲାଗଡ ଆଦି ଅନେକ ସ୍ଥାନରେ ବିଜେପି!-->…
Read More...
Read More...