ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କୋଭିଡ ଡୋଜ ନେଇ ସଚେତନତା ବାର୍ତ୍ତା
ପୁରୀ,୨୧/୧୦- କୋଭିଡ ଟୀକାକରଣ କ୍ଷେତ୍ରରେ ଭାରତ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଇତିମଧ୍ୟରେ ୧୦୦ କୋଟି ଡୋଜ ଦିଆସରିଛି । ଯାହାକି ସାରା ବିଶ୍ୱରେ ସର୍ବବୃହତ ଟୀକାକରଣ ବୋଲି କୁହାଯାଉଛି । ଏହି ପରିପ୍ରେକ୍ଷୀରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା!-->…
Read More...
Read More...