୧୪ତମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ସମାପନ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ କରୋନେସନ ପଡିଆ ସ୍ଥିତ ଆଥଲେଟିକ ହଲଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଦ୍ୱାରା ୧୪ ତମ କଲର ବେଲ୍ଟ ପରୀକ୍ଷା ସମାପନ ହେଇଯାଇଛି । ଏହି ପରୀକ୍ଷାରେ ୩୭ ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ ।ସେଥିମଧ୍ୟରୁ ୮ ଜଣ ହଳଦିଆ କଲର, ୧୭ଜଣ!-->…
Read More...
Read More...