ବେଆଇନ ବନ୍ଧୁକ ନିର୍ମାଣ ଅଭିଯୋଗରେ ଦମ୍ପତି ଗିରଫ

ସମ୍ବଲପୁର : ସୁଦୂର ବାସୁପାଲି ଗାଁରେ ବେଆଇନ ଭାବେ ଘରେ ଲୁଚାଇ ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ଯୁଯୁମୁରା ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏଥିପାଇଁ ବ୍ୟବହୃତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଏହି ସନ୍ଦର୍ଭ ରେ ଯୁଯୁମୁରା ଥାନାରେ ଆଜି କେସ ନଂ: ୧୨୮
Read More...

ନଭେମ୍ବର ୨୫ରୁ ଭୁବନେଶ୍ୱରରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ !

ଭୁବନେଶ୍ୱର: ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ଓଡ଼ିଶାକୁ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସୁଯୋଗ ମିଳିଛି । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ଏହା ହକିପ୍ରେମୀଙ୍କ ପାଇଁ କ୍ରୀଡ଼ା ଉପଭୋଗର ଆଉ ଏକ
Read More...

ଆମେରିକା ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିବା ପୂର୍ବରୁ କହିଲେ ଏମିତି କଥା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଐତିହାସିକ କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିଛନ୍ତି । ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଆଜିଠାରୁ
Read More...

ଘର ଭିତରୁ ବାହାରିଲା ମା’ ଓ ଦୁଇ ଝିଅଙ୍କ ମୃତଦେହ

ଝାରସୁଗୁଡା: ଘର ଭିତରୁ ଜଣେ ମହିଳା ଓ ଦୁଇ ଝିଅଙ୍କ ମୃତ ଦେହ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରଜରାଜନଗର ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଡାରେ । ଏଠାରେ ଏକ ଘରୁ ୨୮ ବର୍ଷୀୟ ମହଳାଙ୍କ ସହ ତାଙ୍କର ୫ବର୍ଷର ଓ ତିନି ବର୍ଷର ଦୁଇଟି ଝିଅଙ୍କ ମୃତ ଦେହ ଠାବ ହୋଇଛି ।
Read More...

ଉପକଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଆମ୍ବୁଲାନ୍ସ ସେବା ଲୋକାର୍ପିତ

ସମ୍ବଲପୁର :ଦୀର୍ଘ ଦିନରୁ ରହିଆସିଥିବା ଦାବି ଏବଂ ଆଶା ପୂରଣ ଅନୁସାରେ ନଗର ଉପକଣ୍ଠରେ ଦେବେଇପାଲି ଓ ମାଝୀପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରୟାସ ପରିବାର' ଉଦ୍ୟମ କ୍ରମେ ‘ଏଲ ଏଣ୍ଡ ଟି ଆଇଡିପିଏଲ'
Read More...

ପିପିଲି ନିର୍ବାଚନ ନେଇ ବିଜେପିର ଜୋରଦାର ପ୍ରଚାର

ପୁରୀ : ପିପିଲି ଏନଏଏସିର ବିଭିନ୍ନ ୱାର୍ଡରେ ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ସମ୍ୱିତ ପାତ୍ର ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଁ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଛନ୍ତି । ବିଜେପି ପ୍ରତି ବହୁମତ ଦେଇ ବିଜେପି ପ୍ରାର୍ଥୀକୁ ବିଜୟ କରିବାକୁ ଭୋଟରଙ୍କୁ କରିଛନ୍ତି ନିବେଦନ । ବିଜେପି
Read More...

କଂଗ୍ରେସ ନେତାଙ୍କୁ ଉଠାଇନେଲା ପୁଲିସ

ପାଟଣାଗଡ: ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବା ପୂର୍ବରୁ କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟଣାଗଡ ଆସିବେ । କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧ ଦଫା ଦାବିନେଇ ଶାନ୍ତିପୂର୍ଣ୍ଣ ଧାରଣାର କାର୍ଯ୍ୟକ୍ରମ ଥିଲା ।
Read More...

ଜି. ଉଦୟଗିରି କଂଗ୍ରେସ ତରଫରୁ ଅସହାୟଙ୍କୁ ବସ୍ତ୍ର ବଣ୍ଟନ

ଜି. ଉଦୟଗିରି : ଜି. ଉଦୟଗିରି କଂଗ୍ରେସ ତରଫରୁ ଆଜି ଜି. ଉଦୟଗିରି ଏନଏସିର ବିଭିନ୍ନ ୱାର୍ଡରେ ଅସହାୟ ମହିଳାମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି । କରୋନା ମହାମାରୀରେ ଅସହାୟ ଗରିବମାନଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିଲା । ତେଣୁ ଏହି ଭଳି ଅସମୟରେ ସହାୟତାର ହାତହାତ ବଢାଇଛି କଂଗ୍ରେସ ।
Read More...

କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସହ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଆଲୋଚନା

ଫୁଲବାଣୀ: ମଙ୍ଗଳବାର ସ୍ଥାନୀୟ ପ୍ରଦକ୍ଷଣ ଗୃହଠାରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସହ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକଙ୍କ ନେତୃତ୍ୱରେ ନବନିର୍ବାଚିତ କର୍ମକର୍ତ୍ତାମାନେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ କନ୍ଧମାଳ
Read More...

ବିଦ୍ୟାଳୟରୁ ଚୋରି ଘଟଣାରେ ଜଣେ ଗିରଫ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଉପାନ୍ତ ଅଂଚଳ କଳସାଖମଣ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲା କଳସାଖମଣ ଗ୍ରାମର ନୀଳମାଧବ ନାୟକଙ୍କ ପୁଅ ଚନ୍ଦନ ନାୟକ ( ୨୩ ) । ଗତ ୧୭ ତାରିଖ ବିଳମ୍ବିତ
Read More...