ନିୟମ ଉଲ୍ଲଙ୍ଘନ ପାଇଁ ଚାନ୍ଦବାଲି ବିଧାୟକଙ୍କ ଗାଡିକୁ ୨ ହଜାର ଟଙ୍କା ଫାଇନ
ପୁରୀ,୭/୧୦- ଶ୍ରୀମନ୍ଦିର ସମୁଖ ରାସ୍ତାରେ ବିଧାୟକଙ୍କ କାର ନିୟମ ଉଲଘଂନ କରି ପ୍ରବେଶ କରିବା ଘଟଣାକୁ ନେଇ ପୁରୀ ପୋଲିସ ଚାଲାଣ କାଟିଛି । ଭଦ୍ରକର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କାରକୁ ପୁରୀ ପୋଲିସ ୨ ହଜାର ଟଙ୍କା ଫାଇନ କରିଛି । ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପୁରୀ!-->…
Read More...
Read More...