ଶେଷ ହେଉଛି ଆର୍ଯ୍ୟନ୍‌ଙ୍କ ରିମାଣ୍ଡ ଅବଧି; କୋର୍ଟରେ ଆଜି ଜାମିନ୍‌ ଆବେଦନ ଶୁଣାଣି

ମୁମ୍ବାଇ: ମୁମ୍ବାଇର ଏକ କ୍ରୁଜରେ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା ଏନସିବି । ତେବେ ଆଜି ତାଙ୍କର ଆଜି ରିମାଣ୍ଡ ଅବଧି ଶେଷ ହୋଇଛି । ଯାହା ଫଳରେ ଆଜି ମୁମ୍ବାଇର ଏକ କୋର୍ଟରେ ଆର୍ଯ୍ୟନ ଖାନଙ୍କୁ ହାଜର କରାଯିବ। ଏନେଇ…
Read More...

ଦାରିଙ୍ଗବାଡିରେ ଆରକେଡି କଂଷ୍ଟ୍ରକସନ ମାଲିକଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ

ଦାରିଙ୍ଗବାଡି:ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଆର.କେ.ଡି କଂଷ୍ଟ୍ରକସନ କ୍ୟାମ୍ପ ପରିସରରେ ଆର.କେ.ଡି କଂଷ୍ଟ୍ରକସନର ମାଲିକ ତଥା ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ସ୍ଥିତ ହୋଟେଲ କ୍ରାଉନର ମାଲିକ ରୋହିତ କୁମାର ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି ।…
Read More...

କରୋନା ବଢାଇଛି ଧନୀଙ୍କ ଧନ, ଜାଣନ୍ତୁ କାହାର କେତେ ବଢିଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଚାକିରି ଓ ରୋଜଗାର ହରାଇଥିବାବେଳେ ଧନୀ ଅଧିକ ଧନୀ ହୋଇଛନ୍ତି । କରୋନା ସମୟରେ ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ଓ କିଛି ଜଣ ଧନୀ ବ୍ୟକ୍ତିଙ୍କ ଜମା କ୍ଷତି ହୋଇନାହିଁ । ଏହି ସମୟରେ ତାଙ୍କ ସମ୍ପତ୍ତି ଖୁବ ଭଳ ଭାବରେ ବୃଦ୍ଧି ହୋଇଛି ।…
Read More...

ଟି-୨୦ ବିଶ୍ୱକପ : ଏହି ସବୁ ଖେଳାଳିଙ୍କୁ ବାହାରେ ବସିବାକୁ ପଡିପାରେ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତୀୟ ଦଳର ବୋଲର ଆଇପିଏଲ-୨୦୨୧ର ଦ୍ୱିତୀୟ ସିଜିନରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଆଇପିଏଲ ବର୍ତ୍ତମାନ ୟୁଏଇରେ ଖେଳାଯାଉଛି ଏବଂ ଏହା ପରେ ଟି-୨୦ ବିଶ୍ୱ କପ୍‌ ସେହି ମଇଦାନରେ ଖେଳାଯିବ । ଭାରତୀୟ ବିଶ୍ୱ କପ୍‌ ଦଳରେ ·ରି ସ୍ପିନର ଓ ତିନି ଦ୍ରୁତ…
Read More...

ଓଡ଼ିଶାରେ ଏନ୍‌ସିବି ଟିମ୍

ଭୁବନେଶ୍ବର : ଓଡ଼ିଶାରେ ଏନ୍‌ସିବିର ୩ ଜଣିଆ ଟିମ୍‌ । କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ତଦନ୍ତ ପାଇଁ ଆସିଛନ୍ତି ଏହି ୩ ଜଣିଆ ଟିମ୍‌। ଭୁବନେଶ୍ବରରେ ଏନ୍‌ସିବିର ଏହି ଟିମ୍‌ ଅଛନ୍ତି । କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ରାଉରକେଲାର ୨ ଜଣ ଯୁବକ ଗିରଫ ହୋଇଛନ୍ତି । ଏନ୍‌ସିବି ହାତରେ…
Read More...

ଭିମସାରରେ ପିଏସଆର ଅକ୍ସିଜେନ ପ୍ଲାଣ୍ଟ ଉଦଘାଟିତ

ସମ୍ବଲପୁର : ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାରରେ ବହୁ ପ୍ରତିକ୍ଷିତ ପିଏସଆର ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ ମୁଖ୍ୟ ଅତିଥି ଭାବରେ ଆଜି ସମ୍ବଲପୁର ସାଂସଦ ନୀତେଶ କୁମାର ଗଙ୍ଗଦେବ କରିଛନ୍ତି । ଏହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ବାୟୁମଣ୍ଡଳରୁ ଅକ୍ସିଜେନ ଟଣା ହୋଇ ସିଲିଣ୍ଡରରେ…
Read More...

ଭିମସାର ଆଇସିୟୁରେ ଅଚଳ ଭେଣ୍ଟିଲେଟର ଯୋଗୁଁ ଅସୁବିଧାରେ ରୋଗୀ

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାର ଉପରେ ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲା ବ୍ୟତୀତ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡ଼ଖଣ୍ଡର ସୀମାନ୍ତ ଅଧିବାସୀ ଉଚ୍ଚ ଚିକିତ୍ସା ପାଇଁ ନିର୍ଭର କରନ୍ତି, କିନ୍ତୁ ସେହି ଅନୁସାରେ ଏହାର ଉନ୍ନତି ହୋଇପାରୁ ନାହିଁ । ଏପରି ମହତ୍ତ୍ୱପୂର୍ଣ୍ଣ…
Read More...

ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

ପାରାଦୀପ : ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମ ରାଜୁ ଲକ୍ଷ୍ମି ହାରାନାଧ ଆଜି ଯୋଗ ଦେଇଛନ୍ତି । ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଭବ୍ୟ ସ୍ୱାଗତ୍‌ କରାଯାଇଛି । ପ୍ରଥମେ ତାଙ୍କୁ ସିଆଇଏସ୍‌ଏଫ୍‌ଙ୍କ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ନୂତନ ଭାବେ ଅଧ୍ୟକ୍ଷ ଦାୟିତ୍ୱ…
Read More...

ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ମାନସିକ ଆଘାତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏନେଇ ସାଲେପୁର ବ୍ଲକ…
Read More...

ସୂଚନା ଅଧିକାର ଆଇନର ବ୍ୟାପକ ବ୍ୟବହାର ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ,୮/୧୦- କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସୂଚନା ଅଧିକାର ଅଭିଯାନ କନ୍ଧମାଳ ପକ୍ଷରୁ ସୂଚନା ଅଧିକାର ଆଇନର ବ୍ୟାପକ ବ୍ୟବହାର ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଏକ ସ୍ୱଛ ଓ ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥାସହ ନାଗରିକମାନଙ୍କ ନିକଟରେ…
Read More...