ତାଲିବାନ ପାଇଁ ଟ୍ରେଜେରୀ ଖୋଲିଦେଲା ଚୀନ, ଏତିକି ଆମେରିକୀୟ ଡଲାର ଦେବ
ବେଜିଂ: ଆଫଗାନିସ୍ତାନରେ ୧୭ ଜଣ ଆତଙ୍କବାଦୀଙ୍କୁ ନେଇ ତାଲିବାନୀ ସରକାର ଗଠନ ହେବାର ୨୪ ଘଣ୍ଟା ମଧ୍ୟରେ ଚୀନ୍ ଏହାକୁ ସାହାଯ୍ୟ କରିବା ପାଇଁ ଟ୍ରେଜେରୀ ଖୋଲି ଦେଇଛି । ଗତକାଲି ଆଫଗାନିସ୍ତାନର ନୂତନ ସରକାର ପାଇଁ ଚୀନ୍ ୩୧ ମିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି । ଚୀନ୍ ଯୁକ୍ତି!-->…
Read More...
Read More...