ଶଶୁର ଘରେ ଜ୍ୱାଇଁକୁ ଭୁଜାଲିରେ ଆକ୍ରମଣ

ରେଢାଖୋଲ : ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ ପାଇଁ ଶଶୁର ଘରକୁ ଆସିଥିବା ଜ୍ୱାଇଁ ଭୁଜାଲି ଚୋଟରେ ଗୁରୁତର ହୋଇପଡିଛନ୍ତି । ବିଳମ୍ବିତ ରାତିରେ ଘରୁ ଟାଣି ନେଇ ତାଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା…
Read More...

ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ନକ୍ସଲ ମୁକାବିଲା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ ସେ ଦିଲ୍ଲୀ ଯାଇଛନ୍ତି । ଏହି ବୈଠକ ସେପ୍ଟେମ୍ବର ୨୬ ଅର୍ଥାତ ଆସନ୍ତା ରବିବାର ଦିନ ଅନୁଷ୍ଠିତ…
Read More...

ଖବର ପ୍ରସାରଣ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁଜାଣି ଚୁପ, ଚାଷୀ ହତାଶ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାକାର ଲୋକଙ୍କର ଜୀବନ ଜୀବିକା କୃଷି ଉପରେ ନିର୍ଭରଶୀଳ । ଶତକଡ଼ା ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଚଳୁଥିବା ବେଳେ ଚାଷୀଙ୍କ ସମସ୍ୟା ପ୍ରତି କୃଷି ବିଭାଗ ଗୁରୁତ୍ୱ ଦେଉ ନ…
Read More...

ଆଜି ରାଜ୍ୟରେ ୫୩୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩୯ କରୋନା ପଜିଟିଭ ଚିହ୍ନଟ ହୋଇଛନନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୧୬ ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୨୩ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…
Read More...

ମଣ୍ଡଳି ବ୍ରିଜରେ ଫସିଲା ଦନ୍ତା,ଉଦ୍ଧାର ଉଦ୍ୟମ ଜାରି

କଟକ : ନଦୀ ପାର ହେଉଥିବା ବେଳେ ଭାସିଗଲେ ହାତୀ ପଲ । ମହାନଦୀରେ ପ୍ରଖର ସ୍ରୋତ ଥିବାରୁ, ୮ ହାତୀ ଭାସିଯାଇ ନୂଆଶାସନ ନିକଟରେ ଅଟକିଛନ୍ତି ଓ ଆଉ ଦୁଇଟି ହାତୀ ଭାସି ଯାଇ ଅନନ୍ତପୁର ଠାରେ ଲାଗିଛନ୍ତି । କିନ୍ତୁ ଗୋଟିଏ ଦନ୍ତା ହାତୀ ଦୀର୍ଘ ୫ଘଣ୍ଟା ହେଲା ମଣ୍ଡଳିବ୍ରିଜରେ ଫସି ରହିଛି । ସ୍ରୋତ…
Read More...

ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା

ପୁରୀ,୨୩/୯- ବିଜେଡି ପାଇଁ ଖୋଲା ସମର୍ଥନ ଦେଲେ ପିପିଲିର ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ । ବିଜେଡିର ହେଭିୱେଟ ନେତାଙ୍କ ସହିତ ଗୁପ୍ତ ବୈଠକ ପିପିଲି ରାଜନିତୀରେ ସୃଷ୍ଟି କରିଛି ହଇଚଇ, ସେପଟେ ନିର୍ବାଚନ ପୂର୍ବରୁ ଏଭଳି ଘଟଣାରେ…
Read More...

ବୌଦ୍ଧଜିଲ୍ଲା କଂଗ୍ରେସ ପାଳନ କରିବ ସୂଚନା ଅଧିକାର ସପ୍ତାହ

ବୌଦ୍ଧ,୨୩/୯- ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସନ୍ତାକାଲି ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସୂଚନା ଅଧିକାର ସଚେତନତା ପକ୍ଷ ପାଳନ କରାଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ର ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର କହିଥିଲେ ଉପା…
Read More...

ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ପୁରୀ,୨୩/୯- ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂଗଠନ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ । ସ୍ୱଳ୍ପ ସଞ୍ଚୟ ଉପ ବିଭାଗ ଉପ ଶାସନ ସଚିବ…
Read More...

ବାର୍ଥ ଡେ ସ୍ପେଶାଲ : ରାଗରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଏହି କ୍ରିକେଟର

ନୂଆଦିଲ୍ଲୀ : ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଅମ୍ବାତି ରାୟୁଡୁଙ୍କ ଜନ୍ମଦିନ । ଏକଦା ଟିମ୍‌ ଇଣ୍ଡିଆର ମଧ୍ୟମ ଅର୍ଡରର ଜଣେ ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ ଭାବେ ନିଜକୁ ପରିଣତ କରିଥିବା ଅମ୍ବାତି କ୍ରୋଧିତ ହୋଇ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନଷ୍ଟ…
Read More...

ପୁରୀ STFଙ୍କ ସଫଳତା, ବ୍ରାଉନ ସୁଗାର ଜବତ ସହ ବ୍ୟବସାୟୀ ଗିରଫ

ପୁରୀ ଏସଟିଏଫଙ୍କ ସଫଳତା । ବ୍ରାଉନ ସୁଗାର ଜବତ ସହ ବ୍ୟବସାୟୀକୁ ଗିରଫ କରିଛି ପୋଲିସ। ଗତକାଲି ପୁରୀ-ଭୁବନେଶ୍ୱରର ହରେକୃଷ୍ଣପୁର ଛକ ନିକଟରେ ଯାଞ୍ଚ ବେଳେ ସରକାରୀ ଗାଡିରେ ଚାଲାଣ ହେଉଥିଲା ବ୍ରାଉନସୁଗାର। ବାଲେଶ୍ବରରୁ ଏକ ସରକାରୀ ଗାଡିରେ ବ୍ରାଉନସୁଗାର ଆଣି ପୁରୀର ବ୍ଯବସାୟୀଙ୍କୁ ଯୋଗାଇ…
Read More...