ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର:ତାମିଲନାଡୁ ପୂର୍ବତନ ପୁଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍‌ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର । ତାଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ । ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର…
Read More...

ଉପର ମୁଣ୍ଡରେ ବର୍ଷା, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ବଲପୁର : ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର, ଯାହା ଫଳରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ ରହିଥିଲା । ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ୧…
Read More...

ପିଲାଙ୍କ ଝଗଡ଼ାରୁ କଙ୍ଗାରୁକୋର୍ଟ, ୩ ମହିଳା ଗିରଫ

ଭୁବନେଶ୍ୱର : ରାଜଧାନୀରେ କଙ୍ଗାରୁ କୋର୍ଟ । ଦୁଇ ଜଣ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍‌ କରୁଥିବା ଅଭିଯୋଗ ହୋଇଛି। ବିନା ଦୋଷରେ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଥିଲେ । ଏହି ଅଭିଯୋଗରେ ସାଲିଆ ସାହିରୁ ୩ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ…
Read More...

ଟିକା ନେଉଥିଲା ସ୍ତ୍ରୀ; ମୁଥ ମାରି ନର୍ସଙ୍କୁ ଆକ୍ରମଣ କଲା ଯୁବକ

ନୂଆଦିଲ୍ଳୀ: ସ୍ତ୍ରୀକୁ କରୋନା ଟିକା ଦେଉଥିବାରୁ ନର୍ସଙ୍କୁ ଆକ୍ରମଣ କରିଛି ଯୁବକ । ଆକ୍ରମଣ କରି ନର୍ସଙ୍କ ନାକ ଫଟାଇଦେବା ପରେ ଯୁବକ ଜଣଙ୍କ ଟିକାକରଣ କେନ୍ଦ୍ର ଛାଡି ପଳାଇଥିଲେ । ମହିଳା ଜଣଙ୍କୁ ଟିକା ପ୍ରଦାନ କରାଯାଉଥିବା ବେଳେ ସ୍ୱାମୀ ଜଣଙ୍କ ଏଥିରେ ଖୁସି ନଥିଲେ । ନର୍ସଙ୍କୁ କରୋନା…
Read More...

ବାଲ୍ୟବିବାହ ରୋକିବାକୁ ପଦକ୍ଷେପ ନେଲେ ସରକାର

ଦଶପଲ୍ଲା,୨୩/୯: ମନ୍ଦିରରେ ଲାଗିବ ବାଲ୍ୟବିବାହ ସଚେତନତା ବୋର୍ଡ । ମନ୍ଦିର କର୍ମକର୍ତ୍ତା ଓ ପୁରୋହିତଙ୍କୁ ଦିଆଯିବ ଦାୟିତ୍ୱ । ବୋର୍ଡରେ ରହିବ ବାଲ୍ୟବିବାହ କାହାକୁ କୁହାଯାଏ, କେଉଁ ବୟସରେ ବିବାହ କରିବା ଉଚିତ ଓ ବାଲ୍ୟ ବିବାହ କରିବା ଅପରାଧ । ଲୋକଙ୍କୁ ସଚେତନ କରିବା ଲାଗି ମନ୍ଦିରରେ…
Read More...

କୃଷି ସିଞ୍ଚନ ଯୋଜନା ପିଏମକେଏସୱାଇ ମାଧ୍ୟମରେ ଅଣୁ ଜଳସେଚନ ପାଇଁ ପଦକ୍ଷେପ

ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଣୁ ଜଳସେଚନ ସକାଶେ ବିଶେଷ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ୭ ଟି ବ୍ଳକ ୨୦୨୧ ମସିହା ସକାଶେ ୧୫ ଶହ ୯୦ ହେକ୍ଟର ଅଣୁ ଜଳସେଚନ ପଦକ୍ଷେପ ନିଆଯାଇଛି । ଅଣୁ ଜଳସେଚନ…
Read More...

ଗୁମ୍ମା ସରକାରୀ ବିଦ୍ୟାଳୟ ସମୀକ୍ଷାକଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଚାନକ ଗୁମ୍ମା ସରକାରୀ ବିଦ୍ୟାଳୟ ସମୀକ୍ଷା କରିଛନ୍ତି । ସୂଚନା ଯୋଗ୍ୟ ୫ ଟି ମାଧ୍ୟମରେ ଗୁମ୍ମା ସରକାରୀ ବିଦ୍ୟାଳୟର ସ୍ମାର୍ଟକ୍ଳାସ ଭାବେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଛି ଏହାର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି…
Read More...

ପିଡବ୍ଲୁଡି ଆଇ ବି ଠାରେ ବିଜେଡିର ବୈଠକ

ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଚଡଊ ଆଇ.ବି ଠାରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ସଭାପତିତ୍ୱ କରିଥିଲେ । ବୈଠକରେ ଆଗାମୀ ଦିନରେ ହେବାକୁ ଥିବା…
Read More...

ବିଭିନ୍ନ ସ୍ଥାନରେ ସଟ୍ଟା ବିରୁଦ୍ଧରେ ଅଭିଯାନରେ ୫୦ ହଜାର ଟଙ୍କା ଜବତ ଓ ୧୪ଜଣ ଗିରଫ

ସମ୍ବଲପୁର, ୨୩/୯- ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ଆଡ୍ଡାରେ ଚଢ଼ାଉ ଫଳରେ ନଗଦ ପ୍ରାୟ ୫୦ ହଜାର ଟଙ୍କା ଜବତ ସହିତ ଏଥିରେ ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ଏଥିପାଇଁ ବ୍ୟବହୃତ କିଛି ସଟ୍ଟା ପଟ୍ଟୀ, କାଲକୁଲେଟର ଓ ମୋବାଇଲ ଫୋନ ସେମାନଙ୍କ ଠାରୁ ଜବତ କରାଯାଇଛି ।…
Read More...

ଆସନ୍ତା ୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବାପାଇଁ ମିଳିତ ମଞ୍ଚର ନିବେଦନ

ସୁବର୍ଣ୍ଣପୁର, ୨୩/୯- ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଆହ୍ୱାନକ୍ରମେ ଜିଲ୍ଲାର ସମସ୍ତ କୃଷକ ସଂଗଠନର କର୍ମକର୍ତ୍ତା ଓ ଶ୍ରମିକ ସଂଗଠନ ମାନଙ୍କର କର୍ମକର୍ତ୍ତା ମାନଙ୍କର ଏକ ମିଳିତ କନଭେନସନ ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ…
Read More...