Sign in
Sign in
Recover your password.
A password will be e-mailed to you.
ଦେଶର ପ୍ରଥମ ସହର : ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ପୁରୀ : ପୁରୀ ସହରବାସୀକୁ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି!-->…
Read More...
Read More...
ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ ଯୋଗୁଁ ହୀରାକୁଦରୁ ଜଳ ନିଷ୍କାସନ ବଢିଲା
ସମ୍ବଲପୁର, ୨୬/୭- ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳୁ ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିଲା, ଏଣୁ ଏହାର ଜଳସ୍ତର ନିୟନ୍ତ୍ରଣରେ ରଖିବାପାଇଁ ଆଉ ଅଧିକ ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଛି । ଆଜି ସକାଳ ୬ଟା ସମୟ ରେ ୪ଟି ଗେଟ୍ ଖୋଲା ରଖାଯାଇଥିଲା,!-->…
Read More...
Read More...
କଳାହାଣ୍ଡି କପ୍ : ବିଜୟରୁ ବୌଦ୍ଧର ଅଭିଯାନ ଆରମ୍ଭ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି କଳାହାଣ୍ଡି କପ୍ ତଥା ଓସିଏର ଆନ୍ତଃଜିଲ୍ଲା କ୍ରିକେଟ ଟୁଣ୍ଣାମେଣ୍ଟ । ଭୁବନେଶ୍ୱର ରେଳୱେ ପଡିଆଠାରେ କଳାହାଣ୍ଡି କପର ଏକ ଲିଗ୍ ମ୍ୟାଚରେ ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲା ଦଳ ମୁହାଁମୁହିଁ ହୋଇଥିଲେ । ଏଥିରେ ବୌଦ୍ଧ ଦଳ କଳାହାଣ୍ଡି ଦଳକୁ ୨ ଉଇକେଟରେ!-->…
Read More...
Read More...
ଛାତ୍ର ବିଜେଡି ସଭାପତିଙ୍କ ଦ୍ୱାରା ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ ସହ ସଚେତନତା
ଫୁଲବାଣୀ,୨୬/୭ - ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସୋମବାର ସକାଳ ୧୦ଟାରୁ ଦିନ ଗୋଟାଏ ତିରିଶ ପର୍ଯ୍ୟନ୍ତ କ୍ଳାସ ଚାଲିବ । ସ୍କୁଲକୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରି ପିଲାଙ୍କୁ ଛଡ଼ାଯିବ । ଏହି ସବୁ ଜାଣିବା ପରେ ଆଜି କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡି!-->…
Read More...
Read More...
ରାସ୍ତାକଡ଼ରେ ଆହତ ଓ ଅସହାୟ ଗାଈର ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ଆଗେଇ ଆସିଲେ
ସମ୍ବଲପୁର,୨୬/୭- ସ୍ଥାନୀୟ ଧନୁପାଲି କଲ୍ୟାଣ ମଣ୍ଡପ ପାଖରେ ରାସ୍ତାକଡ଼ରେ ଆହତ ଓ ଅସହାୟ ଅବସ୍ଥାରେ ପଡ଼ିଥିବା ଗୋଟିଏ ଗାଈର ସେବା ଓ ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ଆଗେଇ ଆସିବା ପ୍ରସଙ୍ଗ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । କେହି ଜଣେ ଉକ୍ତ ଗାଈର ଦୂରାବସ୍ଥା ଦେଖି ତାହାର ଚିକିତ୍ସାପାଇଁ!-->…
Read More...
Read More...
ଜିଲ୍ଲା ପ୍ରେସ୍କ୍ଲବର ୪ର୍ଥ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ
ବୌଦ୍ଧ,୨୬/୭:- ବୌଦ୍ଧ ଜିଲ୍ଲା ପ୍ରେସକ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । କୋରନା ଭଳି ଏପରି ଅଭାବନୀୟ ସମୟରେ ପ୍ରେସକ୍ଲବର!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ୯ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨୬/୭- ପ୍ରାୟ ୩ମାସପରେ ଗତକାଲି ବୌଦ୍ଧଜିଲ୍ଲା କରୋନା ପଜିଟିଭ ରିପୋର୍ଟ ସଂକ୍ରମଣ ଶୂନ ରହିଥିବାବେଳେ ଆଜି ୯ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା!-->…
Read More...
Read More...
ସିଏମ୍ ପଦରୁ ଇସ୍ତଫା ଦେଲେ ୟେଦ୍ୟୁରପ୍ପା
ବାଙ୍ଗାଲୋର : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ସୋମବାର ସିଏମ୍ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆଜି ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିଛି । କିଛି ସମୟ ପୂର୍ବରୁ ସେ ଇସ୍ତଫା ଦେବା ବିଷୟରେ!-->…
Read More...
Read More...