କାନ୍ଦି ପକାଇଲେ ୟେଦ୍ୟୁରପ୍ପା,ସିଏମ୍ ପଦରୁ ଇସ୍ତଫା ଦେବେ
ବାଙ୍ଗାଲୋର : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ସୋମବାର ସିଏମ୍ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ପରେ ମୁଁ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ତାଙ୍କ ନିକଟରେ ଦାଖଲ କରିବି । ଆଜି ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ!-->…
Read More...
Read More...