ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଗଞ୍ଜାମ,୨୬/୭: ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ତଥା ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପିତା ସ୍ୱର୍ଗତ ଶ୍ରୀ ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ କୋଭିଡ କଟକଣା
Read More...

ଆଦର୍ଶ ଶିକ୍ଷକ ଚତୁରାନନ୍ଦ ଥନାପତିଙ୍କ ପରଲୋକ

ସୁବର୍ଣ୍ଣପୁର,୨୬/୭- ସହରର ଜଣାଶୁଣା ଆଦର୍ଶ ଶିକ୍ଷକ ଚତୁରାନନ୍ଦ ଥନାପତି ଆଉ ନାହାନ୍ତି । ଆଜି ତାଙ୍କ ଥନାପତିପଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସେ କିଛିଦିନ ଧରି ଅସୁସ୍ଥ ଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସେ ଶିକ୍ଷକ ଭାବେ
Read More...

୭ଜଣ ଶିଶୁ ହୃଦରୋଗୀଙ୍କୁ ସହାୟତା

ସୁବର୍ଣ୍ଣପୁର,୨୬/୭- ଜାତୀୟ ସ୍ୱାସ୍ଥ୍ୟମିଶନ ଅଧିନସ୍ଥ ସୁବର୍ଣ୍ଣପୁର ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦିଲ୍ଲୀପ କୁମାର ପଣ୍ଡା, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡା. ନବକିଶୋର ବେହେରାଙ୍କ ତତ୍ୱାବଧାନରେ ଓ
Read More...

ମନ୍ତ୍ରୀ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ

ବଲାଙ୍ଗୀର,୨୬/୦୭ - ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଲୋକାର୍ପଣ କରିଛନ୍ତି । ସଇଁତଳା ବ୍ଳକ କରମତଲା ଠାରେ ୩୩/୧୧ଗ୍ରୀଡ୍‌ ସବଷ୍ଟେସନ ଲୋକାର୍ପଣ କରିଥିଲେ । ଆୟୋଜିତ
Read More...

କରୋନା କଟକଣାରେ ଆରମ୍ଭ ହେଲା ଦଶମ ଶ୍ରେଣୀ ପାଠପଢା

ଜହ୍ନାପଙ୍କ,୨୬/୭- ସୋମବାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଖୋଲିଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ, ଜଗତି ଉଚ୍ଚ ବିଦ୍ୟାଳୟ, ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ, ମୁଣ୍ଡପଡା ଉଚ୍ଚ ବିଦ୍ୟାଳୟ, ମୁଣ୍ଡିପଦର ଉଚ୍ଚ ବିଦ୍ୟାଳୟ,
Read More...

ବୌଦ୍ଧ ବିଇଓଙ୍କ ବିଦ୍ୟାଳୟ ପରିଦର୍ଶନ

ବୌଦ୍ଧ,୨୬/୭:- କୋଭିଡ କଟକଣା ଯୋଗୁଁ ଦୀର୍ଘଦିନର ବିଦ୍ୟାଳୟ ବନ୍ଦ ପରେ ଆଜି ଦଶମ ଶ୍ରେଣୀ ପିଲାମାନଙ୍କ ଶ୍ରେଣୀକକ୍ଷ ପାଠପଢ଼ା ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ।ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ବି ଇ ଓ ଧ୍ରୁବ ଚରଣ ଘିବେଲା ତେଲିବନ୍ଧ ସରକାରୀ ନୋଡାଲ ହାଇସ୍କୁଲ ଓ ସରକାରୀ ହାଇସ୍କୁଲ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦିନିକିଆ କନ୍ଧମାଳ ଗସ୍ତ : କନ୍ଧମାଳରେ ଇକୋ-ରିଟ୍ରିଟ୍‌ ପାଇଁ ଖୋଜା ଚାଲିଛି…

କନ୍ଧମାଳ,୨୬/୭: କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଇକୋ-ରିଟ୍ରିଟ୍‌ କରାଯିବ । ଏଥିପାଇଁ ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି । ଦିନିକିଆ
Read More...

ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ପ୍ରତିବାଦରେ ଡିଜିଙ୍କୁ ସାକ୍ଷାତକଲା ଛାତ୍ରକଂଗ୍ରେସ

କଟକ,୨୬/୦୭- ଆଜି କଟକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ , କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକଙ୍କୁ ମହିଳା ଥାନା ଅଧିକାରୀ ହାତ ଉଠେଇ ଯେଉଁ ଅଶାଳୀନ ଭାଷା ସହ ଯେଉଁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ତାହା ଏହି ସମାଜ ଆଉ ଗଣତନ୍ତ୍ର ପାଇଁ
Read More...

ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକଙ୍କ ଟୋକିଓ ଅଲଂପିକରେ ଖେଳୁଥିବା ଟିମ ଇଣ୍ଡିଆକୁ ଚିତ୍ର ମାଧ୍ୟମରେ ଶୁଭେଚ୍ଛା

ପୁରୀ,୨୬/୭- ଟୋକିଓ ଚାଲିଥିବା ଅଲମ୍ପିକ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ସଫଳତା ନେଇ ଖେଳାଳିଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ପ୍ରଦାନ କରାଯାଉଛି । ଏହି ଅବସରରେ ପୁରୀର ଜଣେ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ ମଧ୍ୟ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଦେଇଛନ୍ତି । ଏ ନେଇ ସେ ୩୭୫ ଟି ଆଇସକ୍ରିମ
Read More...