ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ ସହ କୋଭିଡି୧୯ର ସଚେତନତା କଲେ ପୁଷ୍ପାଞ୍ଜଳୀ ପଣ୍ଡା
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ବି ସୀତା ପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ଗ୍ରାମର ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରିବା ସହ କୋଭିଡି୧୯ ଉପରେ ସଚେତନତା କରାଇଛନ୍ତି । ହାତକୁବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତା ରକ୍ଷା!-->…
Read More...
Read More...