ଅନୁଗୋଳରେ ରେଡ୍ ଜୋନ କଟକଣା ଲାଗୁ କଲେ ଜିଲ୍ଲାପାଳ
ଅନୁଗୋଳ : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଗ୍ରାସ କରିବାରେ ଲାଗିଛି । ଏବେ ନୂଆ ଜିଲ୍ଲା ଭାବେ ଅନୁଗୋଳରେ ଏହା ପ୍ରବେଶ କରିଛି । ଗୋଟିଏ ଦିନରେ ଏହି ଜିଲ୍ଲାରେ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ବାକି ଜଣେ ବ୍ୟକ୍ତି!-->…
Read More...
Read More...