ନୂଆ ୫ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର
ଭୁବନେଶ୍ୱର : ଆଜି ସକାଳେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାଲେଶ୍ୱର ଅଞ୍ଚଳର ପାଞ୍ଚ ଜଣ ନୂଆ କରୋନା ରୋଗୀଙ୍କ ସଂପର୍କରେ ସୂଚନା ଦିଆଯାଇଥିଲା । ଏହି ସୂଚନାରେ କୁହାଯାଇଛି ଯେ, ଚିହ୍ନିତ ୫ ପଜିଟିଭ୍ଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ତିନିଜଣ ପୁରୁଷ । ମହିଳା ଦୁଇଜଣଙ୍କ ବୟସ ୩୪!-->…
Read More...
Read More...